ବେଳେବେଳେ ବାପାଙ୍କୁ ବି ଗାଳି ଦେବାକୁ ପଡ଼େ, କାହିଁକି ଟ୍ରମ୍ପଙ୍କୁ ଏମିତି କହିଲେ NATO ମୁଖ୍ୟ

ୱାଶିଂଟନ,୨୫ା୬:  ନାଟୋ ସମ୍ମିଳନୀରେ ଯୋଗଦେବା ପାଇଁ ନେଦରଲାଣ୍ଡର ହେଗ ସହରରେ ବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ   ପହଞ୍ଚିଛନ୍ତି। ନେଦରଲାଣ୍ଡ ଯିବା ପୂର୍ବରୁ ଟ୍ରମ୍ପ ୱାଶିଂଟନରେ ଇରାନ ଏବଂ ଇସ୍ରାଏଲ ପାଇଁ…

ଏହି ବ୍ୟାଙ୍କ ଦେଲା ବଡ଼ ଭବିଷ୍ୟବାଣୀ: ଇରାନ-ଇସ୍ରାଏଲ ସଂଘର୍ଷ ଭିତରେ ଭାରତର ହେବ ବହୁ କ୍ଷତି

ନୂଆଦିଲ୍ଲୀ, ୨୫l୬: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଭାରତର ଅର୍ଥନୀତିକୁ ବଡ଼ କ୍ଷତି ପହଞ୍ଚାଇପାରେ। ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI ଏକ ବଡ଼ ଭବିଷ୍ୟବାଣୀ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଇରାନ…

ତେହେରାନର ଅସ୍ତ୍ରଶସ୍ତ୍ର, ଚୀନର ବାରୁଦ! ସାମ୍ନାକୁ ଆସିଲା ଏମିତି ସତ…

ବେଜିଂ,୨୩ା୬: ୨୦୨୫ ପ୍ରାରମ୍ଭରେ ଏକ ରହସ୍ୟମୟ ଘଟଣା ଅନ୍ତର୍ଜାତୀୟ ସୁରକ୍ଷା ବିଶେଷଜ୍ଞଙ୍କ ନିଦ ହଜାଇ ଦେଇଥିଲା। ଦୁଇଟି ଇରାନୀ ଜାହାଜ - ଗୋଲବାନ ଏବଂ ଜୟରାନ - ଚୁପଚାପ୍ ଚୀନର ତାଇକାଙ୍ଗ ବନ୍ଦର ଛାଡି ତିନି ସପ୍ତାହ…

ହଠାତ୍ ମଣିଷ ପରି ସାମ୍ନାରେ ଠିଆ ହୋଇଗଲା କିଙ୍ଗ୍ କୋବ୍ରା, ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ

ସାପକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ପ୍ରାଣୀ ମଧ୍ୟରେ ବିବେଚନା କରାଯାଏ ଏବଂ ଯେତେବେଳେ କିଙ୍ଗ୍‌ କୋବ୍ରା କଥା ଆସେ ଭୟର ପରିମାଣ ଆହୁରି ବଢ଼ିଯାଏ। କିଙ୍ଗ୍‌ କୋବ୍ରାର ଏକ ଭୟଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ…

୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, କହିଲେ ଯୁବ ସମାଜ ପାଇଁ ଆସୁଛି ଏକ ସୁବର୍ଣ୍ଣ ଯୁଗ

ଭୁବନେଶ୍ୱର,୨୩ା୬: ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି…

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପକାଏ ପ୍ରଭାବ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ସାଧାରଣ କଥା। କିନ୍ତୁ ବେଳେବେଳେ ଏହି ଏହି ଛୋଟ ଛୋଟ ଝଗଡ଼ା ଉଗ୍ରରୂପ ନେଇଥାଏ। ସମ୍ପର୍କରେ ତିକ୍ତତା ଏତେ ତୀବ୍ର ହୋଇଥାଏ ଯେ, ଏହି ପରିବର୍ତ୍ତନର ପ୍ରଭାବ ପିଲାମାନଙ୍କ ଉପରେ ମଧ୍ୟ…

ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ, ଜାଣନ୍ତୁ କେତେ କ୍ଷତି ସହିବ ଭାରତ…

ନୂଆଦିଲ୍ଲୀ/ତେହେରାନ,୨୨ା୬: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକା ଇରାନ ଉପରେ ରବିବାର ଆକ୍ରମଣ କରିବା ପରେ କଠୋର ହୋଇଛି ଇରାନ । ଇରାନର ସଂସଦ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛି। ଆମେରିକାର ଆକ୍ରମଣ ପରେ ଇରାନର…

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ପଶ୍ଚିମ ଏସିଆ ଦେଇ ଉଡ଼ାଣ କରିବ ନାହିଁ କୌଣସି ବିମାନ, ବିଜ୍ଞପ୍ତି ଜାରି କରି କହିଲା…

ନୂଆଦିଲ୍ଲୀ,୨୨ା୬: ଆମେରିକା ଏବେ ଇରାନ-ଇସ୍ରାଏଲ ଯୁଦ୍ଧରେ ଧସେଇ ପଶିଛି । ଯାହା ଯୋଗୁ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଛି। ଏହି ସମୟରେ ଟାଟା ଗ୍ରୁପ୍ ବିମାନ କମ୍ପାନୀ ଏୟାର ଇଣ୍ଡିଆ ରବିବାର ଏକ ବିଜ୍ଞପ୍ତି…

ସରକାରଙ୍କୁ ଠକିବାକୁ ବସିଥିଲା ପ୍ରେମିକା, ସୋସିଆଲ ମିଡିଆରେ ସବୁ ସିକ୍ରେଟ୍ ଖୋଲିଦେଲା ପ୍ରେମିକ

ଲକ୍ଷ୍ନୌ,୨୨ା୬: ଉତ୍ତରପ୍ରଦେଶର ବଦାୟୁଁରେ ଗର୍ଲଫ୍ରେଣ୍ଡ ବା ପ୍ରେମିକା ସରକାରଙ୍କୁ ବଡ଼ ଧରଣର ଠକିବାକୁ ଯାଉଥିଲା। ପ୍ରେମିକ ଏହାର ସୂଚନା ପାଇଲା ପରେ ସେ ଏହାକୁ ବିରୋଧ କଲା। ପୁଣି ଦୁଇଜଣଙ୍କ ମଧ୍ୟରେ ଫାଟ ସୃଷ୍ଟି…

ଶ୍ରୀମନ୍ଦିରରେ କାହିଁକି ପଡ଼େ ନାହିଁ ଛାଇ, ଜାଣନ୍ତୁ ଏହା ପଛର ରହସ୍ୟ…

ପୁରୀ,୨୨ା୬:  ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ହିନ୍ଦୁଧର୍ମର ଚାରିଧାମ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ପ୍ରଭୁ ଜଗନ୍ନାଥ ମନ୍ଦିର ଭିତରେ ଏପରି ଅନେକ ଅସମାହିତ ରହସ୍ୟ ରହିଛି, ଯାହା ବିଷୟରେ କେହି ଜାଣିପାରି…