ବାୟୁସେନା ଲଗାଇ ସୀମାରେ ସାମରିକ ମୁତୟନ ବଢ଼ାଇଲା ପାକିସ୍ତାନ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା ISI
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନର ଏହାର ବାୟୁସେନା ସାହାଯ୍ୟରେ ବୁପୁଲ ପରିମାଣର ଯୁଦ୍ଧ ସରଞ୍ଜାମ ଭାରତ ସୀମାରେ ମୁତୟନ କରିଛି।
ମାଇକ୍ରୋବ୍ଲଗିଂ…