ଏଣିକି ସକାଳ ୬ଟାରୁ ଖୋଲିବ ଦୋକାନ, ବିବାହ କାର୍ଯ୍ୟ ଏତିକି ଘଣ୍ଟାରେ ସାରିବାକୁ ଜାରି ହେଲା ନିର୍ଦ୍ଦେଶନାମା
ଜୟପୁର, ୨୪ା୪: ରାଜସ୍ଥାନରେ କରୋନାର ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ସରକାର ଦୋକାନ ବଜାର ଓ ବିବାହ ଉତ୍ସବ ନେଇ ନୂଆ ନିୟମ ପ୍ରଣୟନ କରିଛନ୍ତି । ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି…