ମୃତ୍ୟୁ ପରେ ୫ ଜଣଙ୍କୁ ଦେଲେ ନୂଆ ଜୀବନ

କେରଳ ୧୫ ।୪(ଓଡିଶା ଭାସ୍କର) : ମୃତ୍ୟୁ ପରେ ପାଞ୍ଚ ଜଣଙ୍କୁ ଜୀବନ ଦାନ ଦେଲେ କେରଳର ୨୨ ବର୍ଷର ଯୁବକ । ଯୁବକ ଅକ୍ସନୋଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଯୁବକ ଜଣକ ନିଜ ଭଉଣୀ ଯୋସେଫିନ୍ କୁ…

ଦିଲ୍ଲୀରେ ହେଲା ଓଡ଼ିଶାରେ କେବେ ?

ଭୁବନେଶ୍ୱର ୧୫ ।୪(ଓଡିଶା ଭାସ୍କର) :ଓଡ଼ିଶାରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇଦେବାକୁ ଦାବି ନେଇ ଆପ (AAP) ସଭାପତି ନିଶିକାନ୍ତ ମହାପାତ୍ର। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଠାରେ ଗତ ୭ ତାରିଖଠାରୁ…

ସମଗ୍ର ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର : କରୋନା ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି । ଆସନ୍ତା କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟ ଲାଗୁ କରୀାଯାଇଛି ।…

କରୋନା ମୁକାବିଲା ନେଇ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୧୫/୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ମୁକାବିଲା ନେଇ ଆଇଏଏସ୍ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଏବଂ ଏନ୍ ତିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଏବଂ…

କର୍ଫ୍ୟୁ ପାଇଁ ଅଟକିଲା ଏହି ସବୁ ବିଗ୍ ବଜେଟ୍ ମୁଭିର ସୁଟିଂ

ମୁମ୍ବାଇ, ୧୫/୪ (ଓଡିଶା ଭାସ୍କର) : ମୁମ୍ବାଇରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଆଜି ମହାରାଷ୍ଟ୍ର ସରକାର ବିଭିନ୍ନ କ୍ଷେତ୍ରରେ କଟକଣା ଲାଗୁ କରିଛନ୍ତି । ତେବେ ପୁର୍ବବର୍ଷ ପରି ପୁଣିଥରେ ବଲିଉଡ…

ଘୋଷଣା ହେବ ପିପିଲି ଉପନିର୍ବାଚନ ପାଇଁ ନୂଆ ତାରିଖ

ଭୁବନେଶ୍ୱର ୧୫ ।୪(ଓଡିଶା ଭାସ୍କର) : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଜାରି ହେବ ନୂଆ ବିଜ୍ଞପ୍ତି । ନିର୍ବାଚନ ପାଇଁ ଆଉ ଥରେ ନୂତନ ତାରିଖ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ…

ରିଲିଜ୍ ହେଲା “ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍-୯”ର ଦ୍ଵିତୀୟ ଟ୍ରେଲର୍

ନୁଆଦିଲ୍ଲୀ, ୧୫/୪ (ଓଡିଶା ଭାସ୍କର): "ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍-୯"ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଏଥିରେ ଭିନ୍ ଡିଜଲ୍, ଜନ୍ ସୀନାଙ୍କ ବ୍ୟତୀତ ଅନେକ ଷ୍ଟାର୍ ମାନଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଭିନ୍…

‘ନାଗା ବାବାମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ’ କହିବାରୁ ଅଭିନେତାଙ୍କୁ ଜୀବନରୁ ମାରିଦେବା ପାଇଁ ମିଳିଲା ଧମକ୍ !

ମୁମ୍ବାଇ ୧୫ ।୪(ଓଡିଶା ଭାସ୍କର) : ଟିଭି କଳାକାର କରନ୍ ୱାହୀଙ୍କୁ ଜୀବନରୁ ମାରି ଦେବା ପାଇଁ ମିଳିଛି ଧମକ୍ । ଏନେଇ କରନ୍ ନିଜେ ସୂଚନା ଦେଇଛନ୍ତି । ଖବର ଅନୁସାରେ ହରିଦ୍ୱାରରେ ଚାଲିଥିବା ମହାକୁମ୍ଭ ମେଳାକୁ ନେଇ ସେ…

ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ଆବେଦନ ବିରୋଧରେ ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନୁଭବ

କଟକ, ୧୫/୪ (ଓଡିଶା ଭାସ୍କର) : ଥମୁନି ବର୍ଷା-ଅନୁଭବଙ୍କ ପାରିବାରିକ କଳହ । ଆଜି ଏହି ମାମଲାରେ କଟକ ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏସଡିିଜେଏମ୍…

+୨ ଏବଂ ମାଟ୍ରିକ୍ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୧୫/୪ (ଓଡିଶା ଭାସ୍କର) : ରାଜ୍ୟରେ ସ୍ଥଗିତ ହେଲା ମାଟ୍ରିକ୍ ଏବଂ +୨ ପରୀକ୍ଷା । ସ୍ଥଗିତ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ନବମ ଏବଂ ଏକାଦଶ ଶ୍ରେଣୀର ସମସ୍ତ ପିଲା ବିନା…