fbpx
BSKY
BJD MC SKY
BJD YOUTH SKY

ସାରୁଅ ଜମି ଦୁର୍ନୀତିକୁ ନେଇ କ’ଣ କହିଲେ କ୍ରାଇମବ୍ରାଞ୍ଚ ଏଡିଜି ?

ଭୁବନେଶ୍ୱର,୫ ।୧୧(ଓଡିଶା ଭାସ୍କର) : ସାରୁଅ ଜମି ଦୁର୍ନୀତିକୁ ନେଇ ଆସିଲା ନୂଆ ତଥ୍ୟ । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚର ଏଡିଜି କହିଛନ୍ତି ଯେ, ‘ଓଡ଼ିଶା ଇନଫାଟ୍ରେକ ପ୍ରାଇଭେଟ ଲିମିଟେଡ…

ରାଜ୍ୟର ଏହି ସ୍ଥାନରେ ୨ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ଧର୍ମାନୁଷ୍ଠାନ, ଜାଣନ୍ତୁ କେଉଁଠି?

କେନ୍ଦୁଝର,୫ ।୧୧(ଓଡିଶା ଭାସ୍କର): କରୋନା ପାଇଁ ସବୁଆଡେ କଟକଣା ଜାରି ହୋଇଛି । ଏହାରି ମଧ୍ୟରେ କେନ୍ଦୁଝରରେ ଆଗାମୀ ୨ ମାସ ପର୍ଯ୍ୟନ୍ତ ଖୋଲିବନି ଧର୍ମାନୁଷ୍ଠାନ । କାଳୀପୂଜା ବେଳେ ହେଉଥିବା ମୀନାବଜାର ଉପରେ ବି ରୋକ୍…

୨ ନାବାଳିକାଙ୍କ ସଲିଳ ସମାଧି

ଢେଙ୍କାନାଳ, ୫ ।୧୧(ଓଡିଶା ଭାସ୍କର) : ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ କରମୂଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପୋଖରୀକୁ ଗାଧୋଇବାକୁ ଯାଇ ଥିବାବେଳେ ବୁଡ଼ିଯାଇ ୨ ନାବାଳିକାଙ୍କର ମୃତ୍ୟୁ ଘଟିଛି ।…

ପକ୍ଷ ରଖିଲେ ଜାଗୀ, ଅନ୍ୟପଟେ ସିଏଫଓଙ୍କ ଜାମିନ ଆବେଦନର ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର,୫ ।୧୧(ଓଡିଶା ଭାସ୍କର): ନାବାଳିକା ଗଣଦୁଷ୍କର୍ମ ମାମଲାରେ ପକ୍ଷ ରଖିଛନ୍ତି ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା । ଓଏସପିଆରସି ପାଖରେ ଜାଗୀ ପକ୍ଷ ରଖିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ପକ୍ଷ ରଖିବାକୁ…

ବିଜେଡିରୁ ଜୀବନ ପ୍ରଦୀପ ଦାସ ନିଲମ୍ବିତ

ଭୁବନେଶ୍ୱର,୫ ।୧୧(ଓଡିଶା ଭାସ୍କର) : ବିଜେଡିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଜେଡ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ…

ସାଢେ ୪ ଘଣ୍ଟା ବସିବ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର,୫ ।୧୧(ଓଡିଶା ଭାସ୍କର) : ବିଧାନସଭାର ଶୀତ ଅଧିବେଶନ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, କୋଭିଡ କଟକଣା ଭିତରେ ଦୈନିକ ସାଢେ ୪ ଘଣ୍ଟା ଶୀତ…