ନଦୀରେ ବୁଡି ୩ ଯୁବକ ନିଖୋଜ

ବାଲେଶ୍ୱର,୧୬ ।୧୧(ଓଡିଶା ଭାସ୍କର): ତ୍ରିବେଣୀ ଘାଟରେ ବୁଡି ୩ ଯୁବକ ନିଖୋଜ । ବାଲେଶ୍ୱର ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡା ଗାଁ ନିକଟ ତ୍ରିବେଣୀ ଘାଟରେ ବୁଡି ୩ ଯୁବକଙ୍କ କିଛି ପତ୍ତା ମିଳୁନଥିବା ସୂଚନା ମିଳିଛି ।…

ପୁଣି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

ପାଟନା,୧୬ ।୧୧: ବିହାରରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ନୀତିଶ କୁମାର । ୭ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଶପଥ ନେଇଛନ୍ତି । ତେବେ ନୀତିଶଙ୍କୁ ରାଜ୍ୟପାଳ ଫାଗୁ ଚୌହ୍ୱାନ ପଦ ଓ…

୫୧ ବର୍ଷୀୟା ମହିଳା ନିଜ ଝିଅର ପିଲାକୁ ଦେଲେ ଜନ୍ମ, ଏମିତି ଥିଲା ପରିବାରର ରିଆକ୍ସନ୍

ଆମେରିକାର ଚିକାଗୋରେ ରହୁଥିବା ଜୁଲି ସରୋଗେସି ପ୍ରଣାଳୀରେ ନିଜ ନାତିକୁ ଜନ୍ମ ଦେଇଛନ୍ତି । ବାସ୍ତବରେ ଜୁଲିଙ୍କ ଝିଅ ବ୍ରିଏନାଙ୍କୁ ଗର୍ଭଧାରଣ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏଭଳି…

କେତେ ଦରମା ନିଅନ୍ତି ଦୀପିକା ପାଦୁକୋନଙ୍କ ବଡିଗାର୍ଡ ? ଶୁଣିଲେ ପାଦତଳୁ ଖସିଯିବ ମାଟି

ବଲିଉଡର ସଫଳ ଅଭିନେତ୍ରୀ ମଧ୍ୟରେ ଦୀପିକା ପାଦୁକୋନ୍ ଅନ୍ୟତମ । ଶାହାରୁଖ ଖାନଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଦୀପିକା ନିଜ ସୋସିଆଲ ମିଡିଆରେ ବି ବେଶ ଆକ୍ଟିଭ୍ ରଖିଥାନ୍ତି । ତେବେ କିଛି ବଲିଡଉ ଷ୍ଟାରମାନେ…

ବରକୁ ୫୨ ତ କନ୍ୟାକୁ ୨୫! ଅସଂଯତ ଅବସ୍ଥାରେ ଧରାପଡିବାରୁ ଗାଁ ଦାଣ୍ଡରେ ହେଲା ବାହାଘର

ସରକାରୀ ବାବୁଙ୍କୁ ଭାରି ପଡିଲା ଚୋରା ପୀରତି । ଅସଂଯତ ଅବସ୍ଥାରେ ଯୁବତୀଙ୍କ ସହ ଧରାପଡିବାରୁ ଗାଁ ଦାଣ୍ଡରେ ଦୁହିଁଙ୍କ ବାହାଘର କରାଇଲେ ଗ୍ରାମବାସୀ । ଅନ୍ୟପଟେ ଝିଅକୁ ମାତ୍ର ୨୫ ବର୍ଷ ହୋଇଥିବା ବେଳେ ବରକୁ ୫୨ ବର୍ଷ ।…

ଦୁନିଆର ସବୁଠାରୁ ଶକ୍ତଶାଳୀ ପରିବା ‘କାଙ୍କଡ’, ଯାହାକୁ ଖାଇଲେ ପାଖ ମାଡିବନି ରୋଗ

ଆମର ଖାଇବା ପିଇବା ହିଁ ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏପରି ପରିବା ବିଷୟରେ, ଯାହାକୁ ଖାଇବା ଦ୍ୱାରା ଆପଣଙ୍କୁ କେବଳ ଶକ୍ତି ଦେବ ନାହିଁ ବରଂ ଗୁରୁତର ରୋଗଠାରୁ ବି ବଞ୍ଚାଇବ ।…

ଦିଲ୍ଲୀ ବଢୁଥିବା କରୋନା ମାମଲା ମଧ୍ୟରେ କ’ଣ ପୁଣି ଲାଗିବ ଲକଡାଉନ୍? ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬ ।୧୧: ଦିଲ୍ଲୀରେ ୨୪ ଘଣ୍ଟାରେ ମଧ୍ୟରେ ୭ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି । ଫଳରେ କରୋନାକୁ ନେଇ ପୁଣି ଥରେ ଲୋକଙ୍କ ମନରେ ଛନକା ପଶିଛି । କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି…

ଭୁବନେଶ୍ୱରରୁ ୨୫ ଲକ୍ଷର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୧୬ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ୨୨୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏକ ଦାମୀ କାର…