ମହାନଦୀ ବ୍ରିଜରେ ଓହଳିଛି ବସ, ବ୍ରିଜରେ ଯାତ୍ରୀବାହୀ ବସ ଦୁୁର୍ଘଟଣା ଗ୍ରସ୍ତ
ବାଙ୍କି : ମହାନଦୀ ବ୍ରିଜରେ ଯାତ୍ରୀବାହୀ ବସ ପିଟି ହେବା ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ବାଙ୍କି ଯାତ ମୁଣ୍ଡିଆ ମହାନଦୀ ବ୍ରିଜରେ ଏହି ଦୁର୍ଘଟଣା ହୋଇଛି । ତେବେ ବସଟି ବ୍ରିଜ ତଳକୁ ଓହଳିକି ରହିଛି । ଏହି…