ପୁଣି ଏହି ରାଜ୍ୟରେ ଛାଇଲା ନିଶାର କଳାବାଦଲ: ଡ୍ରଗ୍ସ ପରେ ଏବେ ଗ୍ରାସିଲା ଟାବଲେଟ ନିଶା
ପଞ୍ଜାବ: ସବୁବେଳେ ନିଶାରେ ବୁଡି ରହୁଥିବା ପଞ୍ଜାବ ବିଷୟରେ ଏକ ନୂଆ ଖୁଲାସା ହୋଇଛି। ଯେଉଁଠି ଦେଖିବାକୁ ମିଳିଛି ଯେ ଡ୍ରଗ୍ସ ବ୍ୟବହାରକାରୀଙ୍କ ସ୍ୱାଦ ବଦଳି ଯାଇଛି। ପୂର୍ବରୁ ସେମାନେ ହେରୋଇନ୍ ସେବନ କରୁଥିଲେ, କିନ୍ତୁ…