ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି ଦେଲେ ପୋଲିସ ବାବୁ, ଭୂତ-ପ୍ରେତ କଥା କହି ନଦୀରେ ଫୋପାଡ଼ିଦେଲେ ଶବ
ଉତ୍ତରପ୍ରଦେଶ: ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି ଦେଇଦେଲା କାକା! ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟ ବିଦାରକ ଘଟଣା।
ଭାଲୁଆନି ଥାନା ଅଞ୍ଚଳର ପାଟଖୌଲି ଗାଁରେ ଜଣେ…