OTET ପ୍ରଶ୍ନପତ୍ର ଲିକରେ ନୂଆମୋଡ଼, ଶିକ୍ଷକଙ୍କ ପରେ ଆଉ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ
ରାୟଗଡ଼ା: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା କରୁଛି କ୍ରାଇମବ୍ରାଞ୍ଚI ସୂଚନାନୁସାରେ ବୋର୍ଡ ଅଫିସରେ ଜଣେ କର୍ମଚାରୀଙ୍କୁ ଉଠାଇ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚI
ଗତକାଲି ଏହି ମାମଲାରେ ରାୟଗଡା…