ଅଧାର କାର୍ଡରେ କରନ୍ତୁ ଏହି ପରିବର୍ତ୍ତନ, ଦେଶର ଯେଉଁଠିକୁ ଯିବେ ମାଗଣାରେ ମିଳିବ ରାସନ
ନୂଆଦିଲ୍ଲୀ : ସରକାରଙ୍କ ତରଫରୁ ଗରିବ ଲୋକମାନଙ୍କୁ ମାଗଣାରେ ରାସନ ସାମଗ୍ରୀ ଉପଲବ୍ଧ କରାଯାଉଛି । ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ ହେବା ପରେ ଏହି ଲୋକମାନଙ୍କୁ ସରକାରଙ୍କ ସୁବିଧା ଉଠାଇ ପାରୁ ନାହାନ୍ତି…