ପାଲେଷ୍ଟାଇନକୁ ସମର୍ଥନ କରିବା ପଡିଲା ମହଙ୍ଗା, ଫେସବୁକରେ ଚାନ୍ଦା ମାଗୁଥିଲେ ପୋଲିସ କନେଷ୍ଟବଳ

ଲକ୍ଷ୍ମୀପୁର ଖେରୀ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଭୀଷଣ ଯୁଦ୍ଧ ଚାଳିଛି । ଏହାରି ମଧ୍ୟରେ ୟୁପି ପୋଲିସର ଜଣେ ସିପାହୀ ସୁହେଲ ଆନସାରୀଙ୍କୁ ପାଲେଷ୍ଟାଇନର ସମର୍ଥନ କରିବା ମହଙ୍ଗା ପଡିଲା । ସୁହେଲ ଫେସବୁକରେ…

ଟଳମଳ ବଲିଉଡ କଳାକାରମାନଙ୍କ ପାଦ, ଚେହେରା ଲୁଚାଇ ଅନେକ ହୋଇଛନ୍ତି ଟ୍ରୋଲ୍

ମୁମ୍ବାଇ : କିଛି ଦିନ ପୂର୍ବରୁ ଜାହ୍ନିବୀ କପୁର ତାଙ୍କ ବୟଫ୍ରେଣ୍ଡ ଶିଖର ପାହାଡିଆଙ୍କ ଘର ବାହାରେ ସ୍ପଟ ହୋଇଥିଲେ । ଯେତେବେଳେ ସେ ଲୋକମାନଙ୍କୁ ଦେଖିଥିଲେ ସେତେବେଳେ ସେ ତାଙ୍କ ଚେହେରା ଲୁଚାଇଥିଲେ । ତାଙ୍କୁ ଏଭଳି…

JNU କ୍ୟାମ୍ପସରେ ବଡ ଦୁର୍ଘଟଣା, ବାଇକ୍ ଆରୋହୀଙ୍କ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ, ୩ ଆହତ

ନୂଆଦିଲ୍ଲୀ : ରବିବାର ସକାଳେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଥିଲା। ବାଇକ୍ ଆରୋହୀମାନେ ଦୁଇଜଣ ପଥଚାରୀଙ୍କୁ ଧକ୍କା ଦେଇଥିଲେ। ଏହି ଘଟଣାରେ ୨୨ବର୍ଷୀୟ…

ସାଇବର ଠକେଇର ଶିକାର ହେଲେ ବୃଦ୍ଧ, ୪.୫ଲକ୍ଷ ଟଙ୍କାର ଠକେଇ

ବାରିପଦା: ପୋଲିସ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସାଇବର ସୁରକ୍ଷା ନେଇ ସଚେତନତା ଅଭିଯାନ ଜାରି ରହିଛି , ଅନ୍ୟପଟେ ଜଣେ ବୃଦ୍ଧ ଲକ୍ଷାଧିକ ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି। ବାରିପଦା ସଦର ଥାନା ଅନ୍ତର୍ଗତ…

ଭାରତ-ପାକ୍ ମ୍ୟାଚ୍ ଦେଖିବାରେ ମଗ୍ନ ଥିଲେ ଉର୍ବଶୀ ରୋୖତେଲା , ଚୋରି ହେଲା ମୂଲ୍ୟବାନ ସାମଗ୍ରୀ

ନୂଆଦିଲ୍ଲୀ : ବଲିଉଡର ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ କ୍ରିକେଟ୍ ପ୍ରତି ଭଲପାଇବା ସର୍ବଦା ଦେଖିବାକୁ ମିଳିଥାଏ । ଉର୍ବଶୀ ପୁଣି ଥରେ ଲୋକମାନଙ୍କୁ ଦେଖାଇଛନ୍ତି ତାଙ୍କର କ୍ରିକେଟ୍ ପ୍ରତି କେତେ ପରିମାଣର…

ଡିପ୍ରେସନରେ ୩୬ ବର୍ଷର ଅଭିନେତ୍ରୀ, କାମରୁ ଚାହୁଁଛନ୍ତି ବ୍ରେକ

ଓଡିଶା ଭାସ୍କର : ୩୬ ବର୍ଷର ଅଭିନେତ୍ରୀ ହେନା ଖାନ ଡିପ୍ରେସନ ଆଡକୁ ଗତି କରୁଛନ୍ତି । ଏହାର କାରଣ କ’ଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ତାଙ୍କ କହିବା ଅନୁସାରେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ।…

ମାର୍କେଟକୁ ଆସିଲା ନାଗିନ ଜୋତା, ସୋସିଆଲ ମିଡିଆରେ ଷ୍ଟାଇଲକୁ ନେଇ ଚର୍ଚ୍ଚା

ଓଡିଶା ଭାସ୍କର : ପରିପର୍ତ୍ତନ ହେଉଛି ଦୁନିଆ । ଆଜିକାଲି ଅନେକ ନୂଆ ନିୟମ ହେଉଛି । ଏହା ପରେ ଏହି ନିୟମକୁ ଅନେକ ସ୍ଥାନରେ ପାଳନ କରାଯାଉଛି ଅନେକ ସ୍ଥାନରେ ପାଳନ କରାଯାଉ ନାହିଁ । ସମୟ ସମୟରେ ଖାଦ୍ୟ ପେୟ, ପିନ୍ଧିବା,…

ସ୍ୱାମୀକୁ ଶିକ୍ଷା ଦେବା ପାଇଁ ଚାଲି ଚାଲି ଓଡିଶାରୁ ବିହାରରେ ପହଞ୍ଚିଲେ ପ୍ରତାରଣା ପାଇଥିବା ମହିଳା

ବିହାର : ପ୍ରେମରେ ବିଫଳ ହେବା ପରେ ନିଜ ସ୍ୱାମୀଙ୍କୁ ଶିକ୍ଷା ଦେବା ପାଇଁ ଜଣେ ମହିଳା ଓଡିଶାରୁ ବିହାରର ଜାମୁଇରେ ପହଞ୍ଚିଥିଲେ । ଏହା ପରେ ସେ ଚାକାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ଅଭିଯୋଗ ନ…

୩୪ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହେବାକୁ ଅପେକ୍ଷା କରିଛି ଫରିଦାବାଦ-ନୋଏଡା-ଗାଜିଆବାଦ ଏକ୍ସପ୍ରେସୱେ

ନୂଆଦିଲ୍ଲୀ : ଫରିଦାବାଦ-ନୋଏଡା-ଗାଜିଆବାଦ ଏକ୍ସପ୍ରେସୱେ ନିର୍ମାଣ କରିବାର ଫଇସଲା ୧୯୮୯ରେ ହୋଇଥିଲା । କିନ୍ତୁ ୩ ଦଶକ ବିତି ଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇ ନାହିଁ । ରାଷ୍ଟ୍ରିୟ ରାଜଧାନୀକୁ ୩ ଟି…

ଭୋଟ ଦିଅନ୍ତୁ ଏବଂ ଉପମା ଜିଲାପି ଖାଆନ୍ତୁ , ଇନ୍ଦୋରରେ ଭୋଟ ପାଇଁ ଅଜବ ବ୍ୟବସ୍ଥା

ଇନ୍ଦୋର : ମଧ୍ୟପ୍ରଦେଶରେ ନିର୍ବାଚନ ଆରମ୍ଭ ହୋଇସାରିଛି । ଏଠାରେ ୧୭ ନଭେମ୍ବରରେ ଭୋଟ ପକ୍ରିୟା ଆରମ୍ଭ ହେବ । ନିର୍ବାଚନ ଆୟୋଗ ଅନୁସାରେ ଏଠାରେ ଶତ ପ୍ରତିଶତ ମତଦାନ ହେଉ । ଏହି କ୍ରମରେ ଦେଶର ସବୁଠାରୁ କ୍ଲିନ ସିଟି…