Vastu Tips: ଘରେ ଲଗାନ୍ତୁ ଏହି ରଂଗର ପରଦା, ପିଲାଙ୍କ ପାଠପଢ଼ାରେ ଲାଗିବ ମନ…ସୁଧୁରିବ ଘରର ଆର୍ଥିକ ସ୍ଥିତି

ଓଡ଼ିଶା ଭାସ୍କର: ଘରର ସାଜସଜ୍ଜା ସମସ୍ତଙ୍କୁ ଆକର୍ଷିତ କରିଥାଏ । ବିଶେଷକରି ପରଦା ଘରର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ । ବାସ୍ତୁଶାସ୍ତ୍ରରେ ଦିଗ ଅନୁଯାୟୀ ପରଦାର ରଂଗର ଚୟନ କରିବା ନେଇ ଉଲ୍ଲେଖ ରହିଛି । ଏହା ଦ୍ୱାରା…

Scratch Card ସ୍କାମ୍ ଖାଲି କରିପାରେ ଆକାଉଣ୍ଟ…ଏପରି ନିଜକୁ ଠକାମୀରୁ ରକ୍ଷା କରନ୍ତୁ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଠକେଇ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଠକମାନେ ମଧ୍ୟ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଫଳରେ ସାଧାରଣ ଜନତା ସହ ପୋଲିସକୁ ମଧ୍ୟ ସହଜରେ ଚକମା ଦେଉଛନ୍ତି ।…

Zomato ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ପୂର୍ବରୁ ସିଡ୍ୟୁଲ କରିପାରିବେ ଅର୍ଡର, ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ: ଲୋକପ୍ରିୟ ଫୁଡ୍ ଡେଲିଭରି ଆପ୍ ଜୋମାଟୋ(Zomato) । ଏହି ଆପ୍ ଗ୍ରାହକଙ୍କୁ ମନ ପସନ୍ଦର ଖାଦ୍ୟ ଅର୍ଡର କରିବା ପାଇଁ ସୁବିଧା ଯୋଗାଇ ଆସୁଛି । ଜୋମାଟୋ କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ ପରିଚିତ ।…

ସାବଧାନ! ଟାଟୁ କରିବାର ସଉକ ଅଛି କି ? କ୍ୟାରିୟର ପାଇଁ ସାଜିପାରେ ସମସ୍ୟା…ଜାଣନ୍ତୁ କେମିତି

ଓଡ଼ିଶା ଭାସ୍କର: ସୁନ୍ଦର ଓ ଆକର୍ଷଣୀୟ ଟାଟୁ । କାହାକୁ ବା ସୁନ୍ଦର ନ ଲାଗେ କହିଲେ ? ଆଜିକାଲି ଏହା ଏକ ଫ୍ୟାଶନରେ ପରିବର୍ତ୍ତନ ହୋଇଯାଇଛି । ବିଶେଷକରି ଯୁବପିଢ଼ିମାନେ ଟାଟୁ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ଏହା…

ଓଡ଼ିଶା ଆସୁଛନ୍ତି ED ନିର୍ଦ୍ଦେଶକ, ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବେ ସାମିଲ

ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ମୁଖ୍ୟ ରାହୁଲ ନବୀନ । ତାଙ୍କ ଗସ୍ତ ସମୟରେ ସେ ଗରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ସୂତ୍ରରୁ…

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ ?

ନୂଆଦିଲ୍ଲୀ: ଜାମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏଥିସହ ନିର୍ବାଚନକୁ ନେଇ ଜାରି ରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଏହିମଧ୍ୟରେ ବିଧାନସଭା ନିର୍ବାଚନରେ…

BSNL ସିମ୍ କିଣୁଛନ୍ତି କି ? ନେଟୱାର୍କ କଭରେଜକୁ ନେଇ ଚିନ୍ତିତ… ଜାଣନ୍ତୁ କିପରି କରିବେ ଯାଞ୍ଚ୍

ନୂଆଦିଲ୍ଲୀ: ନିକଟରେ ଜିଓ, ଏୟାରଟେଲ ଏବଂ Vi ଭଳି ଘରୋଇ ଟେଲିକମ୍ ସର୍ଭିସ ପ୍ରୋଭାଇଡର ନିଜ ରିଚାର୍ଜ ପ୍ଲାନରେ ବୃଦ୍ଧି କରିଥିଲେ । ଫଳରେ ୟୁଜର୍ସଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହା ପରେ ୟୁଜର୍ସ…

(Video): ଆଜି ପବିତ୍ର ଜନ୍ମାଷ୍ଟମୀ…ମଥୁରାରେ ଶ୍ରୀକୃଷ୍ଣଙ୍କ ଆଳତୀ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ନୂଆଦିଲ୍ଲୀ: ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ସହିତ ଦେଶର ବିଭିନ୍ନ କୃଷ୍ଣ ମନ୍ଦିରକୁ ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଛି । ଶ୍ରୀକୃଷ୍ଣଙ୍କ ଗୋଟିଏ ଝଲକ ପାଇଁ ବିଭିନ୍ନ…

ଆଜି ଦିଲ୍ଲୀ ଗସ୍ତରେ ଯିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌, ବିଜେପି ନେତୃବୃନ୍ଦଙ୍କ ସହ ବୈଠକରେ ହେବେ ସାମିଲ

ରାଞ୍ଚି: ପାଖେଇ ଆସୁଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଆଜି ଦିଲ୍ଲୀ ଗସ୍ତରେ…

ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପାଇଁ ୨୦ ଟି ଗେଟ୍ ଖୋଲାଯାଇଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧.୭୭ ଫୁଟ…