ମଶାଙ୍କୁ ଘଉଡ଼ାଇବା ପାଇଁ ଲିକ୍ୱିଡ୍ ମେଶିନ୍ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ
ଓଡ଼ିଶା ଭାସ୍କର: ସାଧାରଣତଃ ବର୍ଷା ଦିନେ ମଶା ମାଛିଙ୍କ ଉପଦ୍ରବ ବୃଦ୍ଧି ପାଇଥାଏ । ଏହି ସମୟରେ ମଶାଙ୍କ ବ୍ରିଡିଂ ବୃଦ୍ଧି ପାଇଥାଏ । ଅଧିକାଂଶ ବ୍ୟକ୍ତି ମଶାଙ୍କ ଠାରୁ ନିଜକୁ ରକ୍ଷା କରିବା ପାଇଁ ଘରେ ବିଭିନ୍ନ ପ୍ରକାର…