ଗର୍ଜିଲେ ମିଶନ ଶକ୍ତି ମହିଳା, ୬ ଦଫା ଦାବିପତ୍ର ନେଇ ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଯାଜପୁର: ଯାଜପୁରରେ ମିଶନ ଶକ୍ତି ମହିଳାଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମିଶନ ଶକ୍ତି ମହିଳା ।
ବିଭିନ୍ନ ଦାବି ନେଇ ସେମାନେ ପ୍ରତିବାଦ ଜଣାଇଛନ୍ତି ।
ସ୍ଥାୟୀ…