MUDA ଜମି ଆବଣ୍ଟନ ପ୍ରସଙ୍ଗକୁ ନେଇ ଚିନ୍ତାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ମାମଲା ରୁଜୁ କରିବାକୁ ମଞ୍ଜୁରୀ ଦେଲେ ରାଜ୍ୟପାଳ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଅଡ଼ୁଆ ବଢ଼ିଲା । ମହୀସୂର ନଗର ଉନ୍ନୟନ ପ୍ରାଧିକରଣ(MUDA) ଜମି ଆବଣ୍ଟନ ମାମଲାରେ ଆକ୍ଟିଭିଷ୍ଟ ଟିଜେ ଅବ୍ରାହମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ…

ନୂଆ ବିଧାୟକଙ୍କ ପାଇଁ ପାଠଶାଳା ଆରମ୍ଭ; ପ୍ରଶିକ୍ଷଣ ଦେବେ ବରିଷ୍ଠ ତଥା ଅନୁଭବୀ ନେତା

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ବିଜେଡି ଶଙ୍ଖ ଭବନରେ ପ୍ରଶିକ୍ଷଣ ଶିବିର ଆୟୋଜିତ କରିବ । ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ବିଧାନସଭାର ନୀତି ନିୟମ ବିଷୟରେ ନୂତନ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବେ । ଏହି ପ୍ରଶିକ୍ଷଣ…

ହରିୟାଣା ବିଧାନସଭା ନିର୍ବାଚନ ୨୦୨୪: ବିଜେପିକୁ କଡ଼ା ଟକ୍କର ଦେଇପାରେ କଂଗ୍ରେସ, ଜିତିବା ପାଇଁ ରଣନୀତି ପ୍ରସ୍ତୁତି କରୁଛି ବିଜେପି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପରେ ହରିୟାଣା ବିଧାନସଭାର ବିଗୁଲ ବାଜସାରିଛି । ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏକ ସାମ୍ବାଦିକ…

ଚୋରି କରିବାର ନିଆରା ଉପାୟ; ଦାନ ପେଟିରେ ଚିପକାଇ ଥିଲେ QR code, ଆକାଉଣ୍ଟକୁ ଆସୁଥିଲା ଟଙ୍କା, ଶେଷରେ ଧରିଲା ପୋଲିସ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ଅନେକ କାର୍ଯ୍ୟ ସହଜରେ ହୋଇପାରୁଛି । ଅନେକାଂଶରେ ଲୋକମାନେ ଡିଜିଟାଲ ପେମେଣ୍ଟ ଦ୍ୱାରା ଠକାମୀର ଶିକାର ହେଉଛନ୍ତି । ଆଜିକାଲି ଠକମାନେ ବି ଠକାମୀର ନୂଆ…

ଆର୍ଥିକ ଲାଭ ସହ କ୍ୟାରିୟରରେ ମିଳିବ ସଫଳତା, ଜାଣନ୍ତୁ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କେଉଁ ରାଶିଙ୍କ ପାଇଁ ଲାଭଦାୟକ ହେବ

ଓଡ଼ିଶା ଭାସ୍କର: ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ପର୍ବ ହେଉଛି ରକ୍ଷାବନ୍ଧନ । ଚଳିତ ବର୍ଷ ୧୯ ଅଗଷ୍ଟକୁ ଏହି ପର୍ବ ପାଳନ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରକ୍ଷାବନ୍ଧନର ଗୋଟିଏ ଦିନ ପୂର୍ବରୁ ଶନି ଦେବ ନକ୍ଷତ୍ର…

ଭିଜିଲାନ୍ସ ଜାଳରେ ଆସିଷ୍ଟାଣ୍ଟ କମିଶନର, ୫ ଲକ୍ଷ ସରକାରୀ ଟଙ୍କା ହଡ଼ପ ଅଭିଯୋଗ

ଭୁବନେଶ୍ୱର: ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍ । ଯାଜପୁର CT & GST ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁରେ ୫ ଲକ୍ଷ ୮୫ ହଜାର ସରକାରୀ ଅର୍ଥ…

ହିମାଚଳ ପ୍ରଦେଶ ରାମପୁରରେ ଫାଟିଲା ବାଦଲ; ଭାଙ୍ଗିଲା ରାସ୍ତା ଓ ପୋଲ, ଯୋଗାଯୋଗ ବିଛିନ୍ନ

ଶିମଲା: ହିମାଚଳ ପ୍ରଦେଶ ରାମପୁରରେ ଶୁକ୍ରବାର ପ୍ରବଳ ବର୍ଷା ହୋଇଥିଲା । ଶିମଲାର ରାମପୁର ଠାରେ ବାଦଲ ଫାଟିବା ଯୋଗୁଁ ତକଲେଚ୍‌(Taklech) ଗାଁରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଅଞ୍ଚଳରେ ପ୍ରାୟ ୩୦…

ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

ଲକ୍ଷ୍ନୌ: ଶୁକ୍ରବାର ବିଳମ୍ବିତ ରାତିରେ ବାରାଣସୀରୁ ଆହମଦାବାଦ ଅଭିମୁଖେ ଯାତ୍ରା କରୁଥିବା ସାବରମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର କାନପୁର-ଭୀମସେନ୍ ଷ୍ଟେସନ ମଝିରେ ଏହି…

ଅଗ୍ନି କ୍ଷେପଣାସ୍ତ୍ରର ଜନକ ରାମ ନାରାୟଣ ଅଗ୍ରୱାଲଙ୍କ ନିଧନ, ‘ଅଗ୍ନି ମ୍ୟାନ୍’ ଭାବେ ଥିଲେ ପରିଚିତ

ନୂଆଦିଲ୍ଲୀ: ଗୁରୁବାର ଡିଆରଡିଓ କ୍ଷେପଣାସ୍ତ୍ର ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଗୁରୁବାର ପରଲୋକ ଘଟିଛି । ସେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି କ୍ଷେପଣାସ୍ତ୍ରର ଜନକ ଭାବେ ପରିଚିତ…

ଚା’ ଓ କଫି ସହ ଔଷଧ ସେବନ କରୁଛନ୍ତି କି ? ଏହି ୫ଟି ଔଷଧ ସେବନ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନିୟମିତ ଜୀପନ ଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ କୌଣସି ନା…