Paris Fashion Weekରେ ଆମେରିକୀୟ ଗାୟକ Katy Perryଙ୍କ ଜଲୱା, ୬୦୦ ଫୁଟ୍ ଲମ୍ବର ଡ୍ରେସ୍ରେ ଲେଖିଥିଲେ ପୁରା ଗୀତ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ପ୍ୟାରିସ୍ ଫେଶନ୍ ୱିକରେ ବିଶିଷ୍ଟ ଆମେରିକୀୟ କଣ୍ଠଶିଳ୍ପୀ ଏବଂ ଗୀତିକାର କୈଟି ପେରି(Katy Perry)ଙ୍କ ଭିନ୍ନ ଏକ ଅନ୍ଦାଜ ଦେଖିବାକୁ ମିଳିଥିଲା । ସେ ପରିଧାନ କରିଥିବା ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…