‘ପ୍ଲିଜ୍ ମୋ ପାଇଁ ରୋଲ୍ କରି ଦିଅ…’, ଗୋଟିଏ ଝଟକାରେ ରଣବୀରଙ୍କ ଏହି ଫିଲ୍ମ ଅଫରକୁ ରିଜେକ୍ଟ କରିଥିଲେ କଙ୍ଗନା
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ । ନିଜ ଅଭିନୟ ଠାରୁ ଅଧିକ କଂଟ୍ରୋଭର୍ସି ଟିପ୍ପଣୀ ପାଇଁ ପରିଚିତ । ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା କଙ୍ଗନା ପଲିଟିକାଲ ଡ୍ରାମା ଫିଲ୍ମ ‘ଏମର୍ଜେନ୍ସୀ’କୁ…