ଆରପାରିରେ ସାଉଥ୍ ଇଣ୍ଡଷ୍ଟ୍ରିର ବିଶିଷ୍ଟ ଅଭିନେତା, ହୃଦଘାତରେ ୩୭ ବର୍ଷ ବୟସରେ ନିଧନ
ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମାଲାୟଲମ ଫିଲ୍ମ ଅଭିନେତା ନିର୍ମଳ ବେନିଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ…