ବାଜି ମାରିଲେ କଙ୍ଗନା ରଣାୱତ, ମଣ୍ଡି ଲୋକସଭା ଆସନରୁ ୭୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିକ୍ରମାଦିତ୍ୟ ସିଂହଙ୍କୁ କରିଲେ ପରାସ୍ତ

ନୂଆଦିଲ୍ଲୀ: ବଲିଉଡର କ୍ୱିନ୍ ଭାବେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ । ଚଳିତ ଲୋକସଭା ନିର୍ବାଚନରେ ସେ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।…

ଗୋଲମରିଚ ସହ ଘିଅର ସେବନ ବୃଦ୍ଧି କରିଥାଏ ରୋଗପ୍ରତିରୋଧକ ଶକ୍ତି, ଖାଲି ପେଟରେ ଖାଇଲେ ମିଳିଥାଏ ଜବରଦସ୍ତ ଫାଇଦା

ଓଡ଼ିଶା ଭାସ୍କର: ଭାରତୀୟ ସଂସ୍କୃତିରେ ଘିଅକୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । ଘିଅରେ ଅନେକ ପୋଷକ ତତ୍ୱ ରହିଛି ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶୁଷ୍କ ଚର୍ମକୁ କୋମଳ କରିବାରେ ସହାୟକ ହୋଇଥାଏ ।…

କେରଳରେ ପ୍ରଥମ ଥର ଇତିହାସ ରଚିଲା ବିଜେପି, ଲୋକସଭା ଆସନରେ ପ୍ରଥମ ଥର ଖାତା ଖୋଲିଲେ ସୁରେଶ ଗୋପି

ନୂଆଦିଲ୍ଲୀ: କେରଲର ଥ୍ରୀସୁର ଲୋକସଭା ଆସନ(Thrissur Loksabha Seat)ରେ ଅଭିନେତାରୁ ନେତା ସାଜିଥିବା ବିଜେପି ପ୍ରାର୍ଥୀ ସୁରେଶ ଗୋପି ବିଜୟୀ ହୋଇଛନ୍ତି । ଦେଶର ଇତିହାସରେ ପ୍ରଥମ ଥର କେରଳରେ ବିଜେପି ଲୋକସଭା ଆସନ…

କୁଚିଣ୍ଡାରୁ ବିଜେପି ମାରିଲା ବାଜି, ପ୍ରାର୍ଥୀ ରବି ନାଏକ ୩୦ ହଜାରରୁ ଅଧିକ ଭୋଟରେ ବିଜୟୀ

ଭୁବନେଶ୍ୱର: ଆଜି ସକାଳୁ ରାଜ୍ୟର ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଲୋକସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବସବେଳେ ଓଡ଼ିଶା ନିର୍ବାଚନର ଫଳାଫଳ ଉପରେ ଏବେ…

ଦେଶଦ୍ରୋହୀ ପୂର୍ବତନ ବ୍ରହ୍ମାସ ଯନ୍ତ୍ରୀଙ୍କୁ ଆଜୀବନ ସଜା, ପାକିସ୍ତାନକୁ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ

ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ଏଜେନ୍ସି ISIକୁ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ନାଗପୁର ଜିଲ୍ଲା କୋର୍ଟ ବ୍ରହ୍ମୋସ ଏରୋସ୍ପେସର ଜଣେ ପୂର୍ବତନ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡାଦେଶ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେ. କବିତାଙ୍କ ନାଁରେ ଦାଖଲ ହେଲା ସପ୍ଲିମେଣ୍ଟାରୀ ଚାର୍ଜସିଟ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ଈଜଝ ନେତ୍ରୀ କେ. କବିତାଙ୍କ ନାଁରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି । ଉକ୍ତ ଚାର୍ଜସିଟ୍ ଅନୁଯାୟୀ ମୋଟ୍ ୧…

ନୂଆ ବୋହୂ କରନ୍ତୁ ନାହିଁ ଏହି ଭୁଲ ନଚେତ୍ ଭବିଷ୍ୟତରେ କରିବେ ଅନୁତାପ

ଓଡ଼ିଶା ଭାସ୍କର: କଥାରେ ଅଛି ବିବାହ କେବଳ ଦୁଇଟି ବ୍ୟକ୍ତି ନୁହେଁ ବରଂ ଦୁଇଟି ପରିବାରର ମିଳନ । ବିବାହ ପରେ ଝିଅ ଉପରେ ଉଭୟ ବାପ ଘର ଏବଂ ଶ୍ୱଶୁର ଘରର ଦାୟିତ୍ୱ ରହିଥାଏ । ସେଥିପାଇଁ ତ ନାରୀକୁ ଦୁହିତା ବୋଲି ବିବେଚିତ…

ମୁମ୍ବାଇର ଏକ ବିଲ୍ଡିଂରୁ ଡେଇଁ ପ୍ରାଣ ହାରିଲେ ଆଇନ୍ ଛାତ୍ରୀ, ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଜବତ କରିଲା ପୋଲିସ

ମୁମ୍ବାଇ: ସୋମବାର ମୁମ୍ବାଇରେ ଆଇନ୍ ପଢ଼ୁଥିବା ଜଣେ ଛାତ୍ରୀ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ର କ୍ୟାଡର ଆଇଏଏସ୍ ଅଧିକାରୀ…

ଏକଜିଟ୍ ପୋଲ୍ ପୂର୍ବରୁ ବିଜେପି ଏବଂ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଉତ୍ସବର ମାହୋଲ, ମୋଦୀ ମାସ୍କ ପିନ୍ଧି ଚାଲିଛି ମିଠା ପ୍ରସ୍ତୁତି

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭା ନିର୍ବାଚନ ୨୦୨୪ର ଏକଜିଟ୍ ପୋଲ୍ ଘୋଷଣା ହେବ । ଏଥିପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ଦେଖାଦେଇଛି । ଏଥର କେନ୍ଦ୍ରରେ କେଉଁ ରାଜନୈତିକ ଦଳ…

କ୍ରିକେଟ ଜଗତରୁ ନେଇଗଲେ ସନ୍ୟାସ, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: କ୍ରିକେଟ ଜଗତର ବେଶ ଜଣାଶୁଣା ଫିନିସର ଓ ଅଲରାଉଣ୍ଡର ହେଉଛନ୍ତି ୩୯ ବର୍ଷୀୟ କେଦାର ଯାଦବ । ସେ ଭାରତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବରେ ସନ୍ୟାସ ନେଇଛନ୍ତି । ଏନେଇ କେଦାର ଯାଦବ ସୋସିଆଲ ମିଡିଆରେ ଏକ…