ଅଫିସରେ କାମ କରିବା ସମୟରେ କାହିଁକି ବଢ଼ିଯାଏ ଓଜନ ? ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ବ୍ୟକ୍ତି କର୍ମଜୀବୀ । ତେଣୁ ସେମାନେ ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗ ଜୀବତ ଜୀବନ ମଧ୍ୟରେ ଛନ୍ଦି ହୋଇଯାଉଛନ୍ତି । ଫଳରେ ଜୀବନଶୈଳୀରେ ପରିବର୍ତ୍ତନ, ଅନିୟମିତ ଖାଦ୍ୟପେୟ ଇତ୍ୟାଦି…

ଗ୍ରୀଷ୍ମ ପ୍ରଭାବରୁ ଚର୍ମକୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି କି ? ଆସନ୍ତୁ ଜାଣିବା କିଛି ଘରୋଇ ଉପାୟ

ଓଡ଼ିଶା ଭାସ୍କର: ଦିନକୁ ଦିନ ଗ୍ରୀଷ ପ୍ରଭାବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ପ୍ରବଳ ଗରମ ଝାଳ ବାହାରି ଅନେକ ଲୋକ କଲବଲ ହୋଇଯାଆନ୍ତି । ଏହି ଋତୁରେ ବାୟୁମଣ୍ଡଳରେ ଅଧିକ ଆଦ୍ରତା ହେତୁ ଝାଳ ବାହାରିଥାଏ ଫଳରେ…

ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା; ପୁଣି ଥରେ ତେଜିଲା ବିବାଦ

ପୁରୀ: ଶ୍ରୀମନ୍ଦିରରେ ପୁଣିଥରେ ଦେଖା ଦେଇଛି ଅଶୋଭନୀୟ ଘଟଣା । ଶ୍ରୀମନ୍ଦିର ବେଢ଼ାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରୀମନ୍ଦିର ବେଢ଼ାରେ ଦୁଇ ଯୁବକ ଫଟୋ ଉଠେଇ…

ତାଜ୍ ଏକ୍ସପ୍ରେସ୍ ଟ୍ରେନର ୪ଟି ବଗିରେ ଅଗ୍ନିକାଣ୍ଡ; ନିଆଁ ଲିଭାଇବାକୁ ନିୟୋଜିତ ହେଲେ ୮ଟି ଦମକଳ ବାହିନୀ, ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ସରିତା ବିହାର ଓଖଲା ରେଳ ଷ୍ଟେସନରେ ତାଜ୍ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ ୧୨୨୮୦ ନମ୍ବର ତାଜ୍ ଏକ୍ସପ୍ରେସ ଟ୍ରେନ୍ ଓଖଲା ତୁଗଲକବାଗ୍ ବ୍ଲକ୍…

କିଏ ଖୋଲିଥାଏ ଷ୍ଟ୍ରଙ୍ଗ୍‌ରୁମର ଚାବି ? ଭୋଟ୍ ଗଣତି ପାଇଁ କିଏ ଚୟନ କରିଥାଆନ୍ତି ଏଜେଣ୍ଟ ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ଘୋଷଣା ହେବ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ । କିଏ ଗଢିବ ସରକାର ତାହାକୁ ନେଇ ସବୁ ସ୍ପଷ୍ଟ ହେବ । ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ…

ଆଜିଠାରୁ ଆରମ୍ଭ ହେଲା +୩ ପାଠ୍ୟକ୍ରମ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠାରୁ +୩ ରେ ଅନଲାଇନ ମାଧ୍ୟମରେ ନାମଲେଖା ଆରମ୍ଭ ହୋଇଯାଇଛି । ସାମ୍‌ସ ୱେବସାଇଟ www.samsodisha.gov.inରେ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଅନଲାଇନ ଫର୍ମ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।…

ପାର୍ଟନର ଆପଣଙ୍କୁ ସନ୍ଦେହ କରୁଛନ୍ତି କି ? ଦୁର୍ବଳ ସମ୍ପର୍କକୁ ସୁଧାରିବା ପାଇଁ ପାର୍ଟନରଙ୍କ ବିଶ୍ୱାସ ଏପରି ଜିତନ୍ତୁ

ଓଡ଼ିଶା ଭାସ୍କର: ଆଜିକାଲି ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚଳାଇବା ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି । ବିଶେଷ କରି ଯୁବପିଢ଼ିମାନେ ଯେତିକି ଶୀଘ୍ର ଗୋଟିଏ ରିଲେସନଶିପରେ ଆସିଥାନ୍ତି ସେତିକି ଶୀଘ୍ର ବ୍ରେକ୍ଅପ୍ ମଧ୍ୟ…

‘ମୋଦୀ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ମୁଁ ଲଣ୍ଡା ହେବି’, ଏକଜିଟ୍ ପୋଲକୁ ନେଇ ଆପ୍ ପ୍ରାର୍ଥୀ ସୋମନାଥ ଭାରତୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ନେଇ ଶନିବାର ଆସିଥିବା ଅନେକ ଏଗଜିଟ୍ ପୋଲରୁ ଅନୁମାନ କରାଯାଉଛି । ଏହା ସହ…

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର: ପୁରୀ ବାଣ ଫୁଟିବା ଘଟଣାରେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ମୃତ୍ୟୁହାର ୯ ଥିବା ବେଳେ ଆଜି ପୁଣି ୨ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟକୁ ଛୁଇଁବ ମୌସୁମୀ; ୧୧ଟି ଜିଲ୍ଲା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଗତ କିଛିଦିନ ହେବ ଅସହ୍ୟ ଗରମରେ ଛଟପଟ ହେଉଥିଲେ ରାଜ୍ୟବାସୀ । କିନ୍ତୁ ଏବେ ଏହି ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଗତ ଦୁଇ ଦିନ ଭିତରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଏବଂ କୋହଲା ପାଗ ଯୋଗୁଁ…