ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ UN General Assembly ବୈଠକ, ସଭାକୁ ସମ୍ବୋଧିତ କରିପାରନ୍ତି ମୋଦୀ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୧ରୁ ମିଳିତ ଜାତିସଂଘର ୭୯ତମ ସାଧାରଣ ସଭା ବା ୟୁଏନଜିଏ(UN General Assembly) ବୈଠକ ଆରମ୍ଭ ହେବାକୁ ଯାଉଛି । ଏହି ବୈଠକରେ ଅନେକ ଦେଶର ମୁଖିଆ, ନୀତି ନିର୍ଧାରକ ଓ ବିଶେଷଜ୍ଞ…

ହରି ଶୟନ ଏକାଦଶୀ ଦିନ ତୁଳସୀ ସହ ଜଡ଼ିତ ଏହି ଭୁଲ କରନ୍ତୁ ନାହିଁ, ମାତା ଲକ୍ଷ୍ମୀ ହୋଇଥାନ୍ତି ରୁଷ୍ଟ

ଓଡ଼ିଶା ଭାସ୍କର: ଚଳିତ ବର୍ଷ ଜୁଲାଇ ୧୭ରେ ହରି ଶୟନ ଏକାଦଶୀ । ଏହି ଦିନ ଠାରୁ ଚାତୁର୍ମାସ ଆରମ୍ଭ ହୋଇଥାଏ । ଶ୍ରୀ ବିଷ୍ଣୁ ୪ ମାସ ପର୍ଯ୍ୟନ୍ତ ଗଭୀର ନିଦ୍ରାରେ ଚାଲିଯିବେ । ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ…

ଏବେ ରାଜ୍ୟପାଳଙ୍କ ବିରୋଧରେ କିଛି ବି କହିପାରିବେ ନାହିଁ ମମତା ବାନାର୍ଜୀ, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିଭି ଆନନ୍ଦ ବୋସଙ୍କ ସହ ଚାଲୁଥିବା ବାକ୍ ଯୁଦ୍ଧକୁ ନେଇ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି । ମଙ୍ଗଳବାର କୋଲକାତା ହାଇକୋର୍ଟ ମମତାଙ୍କୁ…

ହାଇ ହିଲ୍ ପିନ୍ଧୁଛନ୍ତି କି ? ଏହି ସହଜ ଟିପ୍ସ ଆପଣାଇ ପାଦର ଯନ୍ତ୍ରଣାକୁ କୁହନ୍ତୁ ବାଏ ବାଏ

ଓଡ଼ିଶା ଭାସ୍କର: ଅଧିକାଂଶ ମହିଳା ହାଇ ହିଲ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଆଜିକାଲି ଏହା ଏକ ଫ୍ୟାଶନରେ ପରିବର୍ତ୍ତନ ହୋଇଯାଇଛି । ଏହା ଆପଣଙ୍କୁ ଗ୍ଲାମରସ୍ ଲୁକ୍ ଦେଇଥାଏ । ତେଣୁ ଅଧିକାଂଶ ମହିଳା ଏହକୁ ବିଶେଷ…

ଦିଲ୍ଲୀର ଏହି ଅଞ୍ଚଳରେ ଜୁଲାଇ ୧୮ରେ ଦେଖାଯିବ ଜଳ ସଂକଟ, ଜାଣନ୍ତୁ କେତେ ଘଣ୍ଟା ପରେ ଆରମ୍ଭ ହେବ ସପ୍ଲାଇ

ନୂଆଦିଲ୍ଲୀ: ଜୁଲାଇ ୧୮ରେ ଦିଲ୍ଲୀର ଅନେକ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ହେବା ନେଇ ମଙ୍ଗଳବାର ଦିଲ୍ଲୀ ଜଲ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ରେଡିସନ୍ ବ୍ଲୁ ହୋଟେଲ ନିକଟରେ ‘ଓାଟର ଗେଟ୍ ଭାଲ୍ଭ’ ବନ୍ଦ ହେତୁ ଗୁରୁବାର…

ଘରେ ଥିଲେ ଏହି ହର୍ବାଲ ପ୍ଲାଣ୍ଟ୍‌, ବର୍ଷା ଦିନେ ପାଖ ମାଡ଼ିବେ ନାହିଁ ମଶା ଓ ମାଛି

ଓଡ଼ିଶା ଭାସ୍କର: ବର୍ଷା ଦିନେ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ହେବା ଯୋଗୁଁ ଥଣ୍ଡା, କାଶ, ଜ୍ୱର ସହ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ ।…

NEET ପେପର ଲିକ୍ ମାମଲା: ୨ ଅଭିଯୁକ୍ତଙ୍କୁ ଗିରଫ କଲା CBI

ନୂଆଦିଲ୍ଲୀ: ନୀଟ୍ ପେପର ଲିକ୍ ମାମଲାରେ ଆଜି CBI କୁ ମିଳିଛି ବଡ଼ ସଫଳତା । ନୀଟ୍ ପେପର ଚୋରି କରିବା ଏବଂ ଏହାକୁ ବାଣ୍ଟିବା ଅଭିଯୋଗରେ ପୁଣି ୨ ଜଣ ଅଭିଯୁକ୍ତଙ୍କୁ CBI ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି…

ଆସନ୍ତା ୧୯ରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ବିଜେପି ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ୧୯କୁ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି…

୧୮ରେ ଖୋଲାଯିବ ଭିତର ରତ୍ନଭଣ୍ଡାର, ଗୁରୁବାର ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁଣି ଥରେ ରତ୍ନ ଭଣ୍ଡାର ଖୋଲାଯିବା ସମ୍ପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ୧୧ ଜଣିଆ କମିଟି ସଦସ୍ୟ…

ଦୁଇ ମାସ ପାଇଁ ସ୍କୁଲରେ digital attendance ସ୍ଥଗିତ, ଯୋଗୀ ସରକାର ନେଲେ ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଡିଜିଟାଲ ଆଟେଣ୍ଡାନ୍ସକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୨ ମାସ ପର୍ଯ୍ୟନ୍ତ ଡିଜିଟାଲ ଆଟେଣ୍ଡାନ୍ସ ଉପରେ ରୋକ୍ ଲଗାଯାଇଛି ।…