ଘରେ ଥିଲେ ଏହି ହର୍ବାଲ ପ୍ଲାଣ୍ଟ୍‌, ବର୍ଷା ଦିନେ ପାଖ ମାଡ଼ିବେ ନାହିଁ ମଶା ଓ ମାଛି

ଓଡ଼ିଶା ଭାସ୍କର: ବର୍ଷା ଦିନେ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ହେବା ଯୋଗୁଁ ଥଣ୍ଡା, କାଶ, ଜ୍ୱର ସହ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ ।…

NEET ପେପର ଲିକ୍ ମାମଲା: ୨ ଅଭିଯୁକ୍ତଙ୍କୁ ଗିରଫ କଲା CBI

ନୂଆଦିଲ୍ଲୀ: ନୀଟ୍ ପେପର ଲିକ୍ ମାମଲାରେ ଆଜି CBI କୁ ମିଳିଛି ବଡ଼ ସଫଳତା । ନୀଟ୍ ପେପର ଚୋରି କରିବା ଏବଂ ଏହାକୁ ବାଣ୍ଟିବା ଅଭିଯୋଗରେ ପୁଣି ୨ ଜଣ ଅଭିଯୁକ୍ତଙ୍କୁ CBI ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି…

ଆସନ୍ତା ୧୯ରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ବିଜେପି ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ୧୯କୁ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି…

୧୮ରେ ଖୋଲାଯିବ ଭିତର ରତ୍ନଭଣ୍ଡାର, ଗୁରୁବାର ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁଣି ଥରେ ରତ୍ନ ଭଣ୍ଡାର ଖୋଲାଯିବା ସମ୍ପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ୧୧ ଜଣିଆ କମିଟି ସଦସ୍ୟ…

ଦୁଇ ମାସ ପାଇଁ ସ୍କୁଲରେ digital attendance ସ୍ଥଗିତ, ଯୋଗୀ ସରକାର ନେଲେ ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଡିଜିଟାଲ ଆଟେଣ୍ଡାନ୍ସକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୨ ମାସ ପର୍ଯ୍ୟନ୍ତ ଡିଜିଟାଲ ଆଟେଣ୍ଡାନ୍ସ ଉପରେ ରୋକ୍ ଲଗାଯାଇଛି ।…

ତିନି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି, ରଥ ଟଣାକୁ ଅପେକ୍ଷା

ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ଠାକୁର ପ୍ରଭୁ ବଳଭଦ୍ର, ପରେ ମା’ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ରଥକୁ…

ଏଣିକି ଭାରତୀୟ ଷ୍ଟାଡିୟମରେ ଦେଖାଯିବନି ‘ତମାଖୁ’ ଏବଂ ‘ଗୁଟଖା’ ବିଜ୍ଞାପନ, BCCIକୁ ଚିଠି ଲେଖିପାରନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତରେ ଖେଳାଯିବାକୁ ଥିବା ଆନ୍ତର୍ଜାତୀୟ ଏବଂ ଆଇପିଏଲ ମ୍ୟାଚ୍ ସମୟରେ ପ୍ରାୟତଃ ଷ୍ଟାଡିୟମରେ ‘ତମାଖୁ’ ଏବଂ ‘ଗୁଟଖା’ର ବିଜ୍ଞାପନ ଦେଖିବାକୁ ମିଳିଥାଏ । ଏହି ବିଜ୍ଞାପନ ମାଧ୍ୟମରେ ବୋର୍ଡ଼ ଭଲ ରୋଜଗାର…

ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କେପି ଶର୍ମା ଓଲି, ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଆଜି ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ୪ର୍ଥ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି କେପି ଶର୍ମା ଓଲି । ନେପାଳର ସବୁଠାରୁ ବଡ଼ କମ୍ୟୁନିଷ୍ଟ ପାର୍ଟିର ନେତା ଓଲିଙ୍କୁ ରବିବାର ଦେଶର ରାଷ୍ଟ୍ରପତି ରାମଚନ୍ଦ୍ର…

ରାଜ୍ୟସଭାରେ ଦୁର୍ବଳ ହେଉଛି କି NDA ? ସଂଖାଗରିଷ୍ଠତା ପାଇଁ ମିତ୍ର ଦଳର ସମର୍ଥନକୁ ନେଇ ଉପୁଜିଛି ଦ୍ୱନ୍ଦ

ନୂଆଦିଲ୍ଲୀ: ରାଜ୍ୟସଭାରେ ଶାସକNDAର ଶକ୍ତି ହ୍ରାସ ପାଇଛି । ଜୁଲାଇ ୧୩ରେ ବିଜେପିର ୪ ଜଣ ମନୋନିତ ସଦସ୍ୟ ଅବସର ଗ୍ରହଣ କରିଛନ୍ତି । ଫଳରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୮୬କୁ ହ୍ରାସ ପାଇଛି । ଉପର…

ଏହି ରାଜ୍ୟରେ ବୃଦ୍ଧି ହେବ ବସ୍ ଭଡ଼ା ! ୩ ମାସରେ ୨୯୫ କୋଟି ଟଙ୍କାର କ୍ଷତି ସହିଛି ପରିବହନ ନିଗମ

ବେଙ୍ଗାଲୁରୁ: ଦେଶରେ କ୍ରମାଗତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି । ଏନେଇ କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମ(KRCTC) ବର୍ତ୍ତମାନ ବସ୍ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । KRCTC…