Top Stories ସ୍କୁଲ ବସ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ଫାଷ୍ଟ ଏଡ୍ ରହିବା ବାଧ୍ୟତାମୂଳକ Sasmita Jamuda Jan 3, 2024 ଭୁବନେଶ୍ୱର: ସଡ଼କ ଓ ପରିବହନ ବିଭାଗ ଦ୍ୱାରା ସ୍କୁଲ ବସ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏହି ନୂତନ ଗାଇଡଲାଇନ୍ ଅନୁଯାୟୀ ବସର ଆଗରେ ଓ ପଛ ପଟେ ସ୍କୁଲ ବସ ବୋଲି ଲେଖା ରହିବ । ଏହା ସହ ଅଗ୍ନିନର୍ବାପକ ଯନ୍ତ୍ର…
ଖବର ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ କାହାର ରହିଛି? ଜାଣନ୍ତୁ କେତେ ରେଙ୍କରେ ରହିଛି ଭାରତ Sasmita Jamuda Jan 3, 2024 ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ବିଶ୍ୱ ନାଗରିକତ୍ୱ ଆର୍ଥିକ ପରାମର୍ଶଦାତା ସଂସ୍ଥା ଆର୍ଟନ କ୍ୟାପିଟାଲ(Arton Capital) ପ୍ରଥମ ତ୍ରୈମାସିକ ପାଇଁ ପାସପୋର୍ଟ ଇଣ୍ଡେକ୍ସ ଜାରି କରିଛି । ଏହି ଇଣ୍ଡେକ୍ସରେ UAEର…
ଖବର ଆମୀରଙ୍କ ଲାଡଲୀ ବିବାହରେ ‘ନୋ ଗିଫ୍ଟ ପଲିସି’, ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ Sasmita Jamuda Jan 3, 2024 ମୁମ୍ବାଇ: ବଲିଉଡ଼ର ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ଜଣାଶୁଣା ଆମୀର ଖାନଙ୍କ ଲାଡଲୀ ଆୟରା ଖାନ୍(Ira Khan) ବିବାହ କରିବେ । ଦୀର୍ଘ ଦିନରୁ ଡେଟିଂ କରୁଥିବା ତାଙ୍କ ବୟଫ୍ରେଣ୍ଡ ନୂପୁର ଶିଖରେ(Nupur Sikhare)ଙ୍କ ସହ ଆଜି…
ଖବର ୨୦୨୪ ପାଇଁ AI କରିଛି ଏହି ଭବିଷ୍ୟବାଣୀ, ଆସନ୍ତୁ ଜାଣିବା ଜୀବନକୁ ଏହା କିପରି ପ୍ରଭାବିତ କରିବ Sasmita Jamuda Jan 3, 2024 ଓଡ଼ିଶା ଭାସ୍କର: ୨୦୨୪କୁ ନେଇ ଅନେକ ଭବିଷ୍ୟବାଣୀ ବିଷୟରେ ଆପଣମାନେ ଶୁଣିଥିବେ । ବାବା ଭେଙ୍ଗାଙ୍କ ଠାରୁ ଆରମ୍ଭ କରି ନସ୍ତ୍ରାଦମସ୍ଙ୍କ ଭବିଷ୍ୟବାଣୀକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ AI ମଧ୍ୟ କିଛି…
Top Stories ନିର୍ବାଚନ ପୂର୍ବରୁ ଲାଗୁ ହେବ CAA ! ଜାଣନ୍ତୁ କ’ଣ ରହିଛି ନିୟମ Sasmita Jamuda Jan 3, 2024 ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଅଧିନିୟମ(CAA)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର CAA ନୋଟିଫିକେସନ ଜାରି କରିପାରେ । ଏହି ଆଇନର ନିୟମାବଳୀ ଖୁବ ଶୀଘ୍ର କାର୍ଯ୍ୟକାରୀ…
ଖବର ପୁଣି ଅଡ଼ୁଆରେ ମହୁଆ, ଓକିଲଙ୍କ ଫୋନ୍ ଟ୍ରାକ୍ କରିବା ଅଭିଯୋଗ Sasmita Jamuda Jan 3, 2024 ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୋଇତ୍ରା ପୁଣି ଥରେ ବିବାଦ ଘେରରେ । ପୂର୍ବରୁ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ତାଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା । ବର୍ତ୍ତମାନ…
Astrology ମୁଖ୍ୟ ଦ୍ୱାରରେ କାହିଁକି ଲେଖା ହୁଏ ଶୁଭ ଲାଭ ? ଜାଣନ୍ତୁ ଏହାର ଅର୍ଥ Sasmita Jamuda Jan 3, 2024 ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଶ୍ରୀ ଗଣେଶଙ୍କୁ ଅଗ୍ର ପୂଜ୍ୟ ଭାବରେ ବିବେଚିତ କରାଯାଇଛି । ଶ୍ରୀ ବିଘ୍ନହର୍ତ୍ତା ହେଉଛନ୍ତି ଶୁଭତାର ପ୍ରତୀକ । ସେହି କ୍ରମରେ ଏକ ଶୁଭ ଚିହ୍ନ ହେଉଛି ଶୁଭ-ଲାଭ ଓ ସ୍ୱସ୍ତିକ ଚିହ୍ନ ।…
Rasifala ଜାନୁଆରୀ ୭ରୁ ଚମକିମ ଏହି ୩ଟି ରାଶିର ଭାଗ୍ୟ, ବ୍ୟାପାରରେ ମିଳିବ ସଫଳତା Sasmita Jamuda Jan 3, 2024 ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ବୁଦ୍ଧ ଦେବଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର ଏବଂ ସମ୍ବାଦର କାରକ ଭାବେ ବିବେଚିତ କରାଯାଇଛି । କୌଣସି ବ୍ୟକ୍ତିଙ୍କ ରାଶିରେ ବୁଦ୍ଧ ଗ୍ରହର ସ୍ଥିତି ଶକ୍ତିଶାଳୀ ଥିଲେ ବ୍ୟାପାର ଏବଂ…
ଖବର ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପାନ, ଗୁଟଖା ଖାଇ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲାଗିବା ରୋକ୍ Sasmita Jamuda Jan 3, 2024 ଭୁବନେଶ୍ୱର: ନୂଆ ବର୍ଷ ପ୍ରାରମ୍ଭରୁ ମନ୍ଦିରରେ କଡ଼ାକଡ଼ି ହେଲା ନୟମ । ପ୍ରଥମେ ଲିଙ୍ଗରାଜ ମନ୍ଦିର ଓ ପରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ କଟକଣା ଜାରି କରାଯାଇଥିଲା । ସେହିପରି ବର୍ତ୍ତମାନ ସମ୍ବଲପୁର…
Breaking News ଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ Sasmita Jamuda Jan 3, 2024 ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ସ୍ଥିତ ବୱାନା ଶିଳ୍ପାଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟଛି । ସୂଚନା ପାଇ ଘଟଣା ସ୍ଥଳରେ ୨୫ଟି ଦମକଳ ଗାଡ଼ି ପହଂଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରିଥିଲେ ।…