ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଛନ୍ତି କି ? ଚାଣକ୍ୟ ନୀତିର ପାଳନ କରନ୍ତୁ

ଓଡ଼ିଶା ଭାସ୍କର: ଜୀବନରେ ସଫଳତା ପାଇବା ପାଇଁ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କଥା ଉଲ୍ଲେଖ କରିଛନ୍ତି । ବେଳେ ବେଳେ ଅନେକ ପରିଶ୍ରମ ପରେ ମଧ୍ୟ ବ୍ୟକ୍ତିକୁ ବ୍ୟବସାୟରେ ସଫଳତା ମିଳିନଥାଏ । ଏଥିପାଇଁ ସେମାନେ…

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ବଡ଼ଦାଣ୍ଡରେ କରିବେ ରୋଡ୍ ଶୋ’

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ପ୍ରଚାର କାର୍ଯ୍ୟ ପାଇଁ ବ୍ୟସ୍ତ ଅଛନ୍ତି ବିଭିନ୍ନ ଦଳୀୟ ନେତା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ ସୁଅ…

ପରୀକ୍ଷା କେନ୍ଦ୍ରରେ CUET ପ୍ରଶ୍ନପତ୍ର ବଣ୍ଟନରେ ତୃଟି; ବିରୋଧ କଲେ ଛାତ୍ରଛାତ୍ରୀ, ତ୍ରୁଟି ପାଇଁ କ୍ଷମା ମାଗିଲା NTA

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଚାୟବପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ମନ୍ଧନା ଅଞ୍ଚଳରେ ଛାତ୍ରଛାତ୍ରୀ ପରୀକ୍ଷାରେ ବିଶୃଙ୍ଖଳା ନେଇ କଲେଜ ସମ୍ମୁଖରେ ଆନେ୍ଦାଳନ କରିଥିଲେ । କଲେଜ ପରିସରରେ ପଥର ଫିଙ୍ଗିବା ସହ ଭଙ୍ଗାରୁଜା…

ବାରାଣସୀ ଲୋକସଭା ଆସନରୁ ନାମ ପ୍ରତ୍ୟାହାର କଲେ ଏହି ପ୍ରାର୍ଥୀ, ମଇଦାନରେ ୭ ଜଣଙ୍କ ମଧ୍ୟରେ ହେବ ମୁକାବିଲା

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ୪ୟ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ଏଥିମଧ୍ୟରେ ବାରାଣସୀ ଲୋକସଭା ଆସନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରୀୟ ସମାଜବାଦୀ ଜନକ୍ରାନ୍ତି ପାର୍ଟିର ପ୍ରାର୍ଥୀ ପାରସ ନାଥ…

ଗଞ୍ଜେଇକୁ କମ୍ ବିପଦପୂର୍ଣ୍ଣ ଔଷଧ ଭାବେ ମିଳିବ ସ୍ୱୀକୃତି ! ଆମେରିକା ସରକାର ଗଞ୍ଜେଇର ପୁନଃବର୍ଗୀକରଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି

ୱାଶିଂଟନ୍: ଆମେରିକା ସରକାର ଗୁରୁବାର ଆନୁଷ୍ଠାନିକ ଭାବେ ଗଞ୍ଜେଇକୁ ‘କମ୍ ବିପଜ୍ଜନକ ଔଷଧ’ ଭାବେ ପୁନଃ ବର୍ଗୀକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ଏକ ଐତିହାସିକ ପରିବର୍ତ୍ତନ ହେବା ଉଚିତ ଯାହା ସାଧାରଣ ଜନତାଙ୍କ…

ଚିପ୍ସ ଖାଇବା ଚ୍ୟାଲେଞ୍ଜ ପାଲଟିଲା ମୃତ୍ୟୁର କାରଣ, ପୋଷ୍ଟମର୍ଟମ ରିପୋର୍ଟରୁ ହେଲା ଏଭଳି ଖୁଲାସା

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ ଯୁଗ । ସୋସିଆଲ ମିଡିଆ ଯେତିକି ଭଲ ସେତିକି ଖରାପ । ଏହା ଆମ ଦୈନନ୍ଦିନ ଜୀବନଶୈଳୀର ଏକ ଅଂଶ ବିଶେଷ ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସୋସିଆଲ ମିଡିଆ ହେଉଛି ଏପରି ଏକ…

କିଏ ହେବ ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ? ଏହି Google Tool ମାଧ୍ୟମରେ ଚାଲିଛି ସନ୍ଧାନ, ଜାଣନ୍ତୁ BCCIର କ’ଣ ରହିଛି ସର୍ତ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼(BCCI) ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ବର୍ତ୍ତମାନ ରାହୁଲ ଦ୍ରାବିଡ଼ ଏହି ପଦବୀରେ ଅଛନ୍ତି । ଜୁନରେ ଆମେରିକାରେ ହେବାକୁ ଥିବା…

କେସୋରାମ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମଞ୍ଜୁଶ୍ରୀ ଖୈତାନଙ୍କ ଦେହାନ୍ତ, ସମାଜସେବା ଏବଂ ଶିକ୍ଷା କ୍ଷେତ୍ରରେ ରହିଥିଲା ବଡ଼ ଅବଦାନ

କୋଲକାତା: ଶିକ୍ଷା ଏବଂ ସମାଜସେବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଜଣାଶୁଣା କେସୋରାମ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମଞ୍ଜୁଶ୍ରୀ ଖୈତାନ୍‌(Manjushree Khaitan)ଙ୍କ ନିଧନ ହୋଇଯାଇଛି । ଗରୁବାର କୋଲକାତାରେ ୬୮ ବର୍ଷ…

Icecream ଖାଇଲା ପରେ ଏହି ଜିନିଷ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ହୋଇପାରେ ଏହି ସମସ୍ୟା

ଓଡ଼ିଶା ଭାସ୍କର: ଆଇସକ୍ରିମର ନାଁ ଶୁଣିଲେ ପାଟିରେ ଲାଳ ଆସିଥାଏ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅଇସକ୍ରିମ୍ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଖରାଦିନେ ଏହାର ଚାହିଦା ଅଧିକ ।…

ଏହି ଗାଁରେ ଅଛନ୍ତି କେବଳ ୧୫୯ ଭୋଟର, ହେଲିକପ୍ଟର ଯୋଗେ ପଠାଯାଇଛି EVM ମେଶିନ୍‌

ଶିମଲା: ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ଅବଶିଷ୍ଟ ୩ଟି ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ପ୍ରାର୍ଥୀ ଠାରୁ ଆରମ୍ଭ କରି ଷ୍ଟାର ପ୍ରଚାରକ ଏବଂ ନେତାମାନେ ଘରକୁ…