IIT ଯୋଧପୁରରେ ହିନ୍ଦୀରେ B.Tech ଅଧ୍ୟୟନ କରିପାରିବେ ଛାତ୍ରଛାତ୍ରୀ, ଏହି ତାରିଖରୁ ଆରମ୍ଭ ହେବ କ୍ଲାସ୍

ଜୟପୁର: ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ସେମାନେ ହିନ୍ଦୀରେ B.Tech ଅଧ୍ୟୟନ କରିପାରିବେ । ଏଭଳି ଏକ ନୂତନ ପଦକ୍ଷେପ ନେଇ ଆସିଛି IIT ଯୋଧପୁର । ଇଂଜିନିୟରିଂ…

Naked Resignation କ’ଣ ? ଏହା କ୍ୟାରିୟର ଉପରେ କିପରି ପ୍ରଭାବ ପକାଇଥାଏ ?

ନୂଆଦିଲ୍ଲୀ: ଅଧିକାଂଶ କର୍ମଚାରୀ କମ୍ପାନୀରେ କାମ କରିବା ସମୟରେ କୌଣସି ନା କୌଣସି କାରଣ ପାଇଁ ଇସ୍ତଫା ଦେଇଥାନ୍ତି । ଉଦାହରଣ ସ୍ୱରୂପ କର୍ମଚାରୀ ଜଣଙ୍କ ଭଲ କମ୍ପାନୀ, ଉତ୍ତମ ପ୍ୟାକେଜ୍ କିମ୍ବା ସୁବିଧା ଇତ୍ୟାଦି ଦେଖି…

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହେଲେ ଗୌତମ ଗମ୍ଭୀର, BCCIର ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚକୁ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି ବିସିସିଆଇ । ଏନେଇ ‘ଏକ୍ସ’ରେ ସୂଚନା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ, ‘ଅର୍ଡର ଅଫ୍ ସେଣ୍ଟ୍ ଆଣ୍ଡ୍ରୁ ଦି ଏପୋଷ୍ଟଲ’ରେ ସମ୍ମାନିତ କଲେ…

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ସବୋର୍ଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି । ମୋଦୀଙ୍କୁ ଦେଶର ଅତ୍ୟନ୍ତ ପ୍ରତିଷ୍ଠିତ ‘ଅର୍ଡର ଅଫ୍ ସେଣ୍ଟ୍ ଆଣ୍ଡ୍ରୁ…

ଗ୍ରସେରୀ ମାର୍କେଟରେ ଏଣ୍ଟ୍ରି କରିବ Ola, Blinkitକୁ ଦେବ କଡ଼ା ଟକ୍କର

ନୂଆଦିଲ୍ଲୀ: ଖୁବ ଶୀଘ୍ର ଗ୍ରସେରୀ ମାର୍କେଟରେ ଏଣ୍ଟ୍ରି କରିବ Ola । ଓପେନ୍ ନେଟୱାର୍କ ଫର୍ ଡିିଜିଟାଲ କମର୍ସ(ONDC) ମାଧ୍ୟମରେ Ola ଗ୍ରସେରୀ ମାର୍କେଟରେ ଏଣ୍ଟ୍ରି କରିବ । ଭାରତରେ ଗ୍ରୋସେରୀ ଡେଲିଭେରୀ ମାର୍କେଟ ଦୃତ…

(Video): ବିପଦରେ Bigg Boss ପ୍ରତିଯୋଗୀଙ୍କ ଜୀବନ ! ଘରେ ପଶିଲା ସାପ, ଶୋ ନିର୍ମାତା କହିଲେ…

ମୁମ୍ବାଇ: ବିଗ୍ ବସ୍ ଓଟିଟି ୩ରେ ହାଇ ଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳୁଛି । ଏହି ଶୋ’ରେ ଚାପୁଡ଼ା କାଣ୍ଡ ପରେ ଘରର ମାହୋଲ ବେଶ୍ ଗରମ ରହିଛି । ଗୋଟିଏ ପଟେ ୟୁଟୁ୍ୟବର ଅରମାନ ମଲ୍ଲିକ ଏବଂ କଣ୍ଟେଣ୍ଟ କ୍ରିଏଟର ବିଶାଳ…

ମସ୍କୋରେ ପିଏମ୍ ମୋଦୀଙ୍କ ଖୁଲାସା, ୩.୦ ପ୍ଲାନକୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିବସୀୟ ରୁଷ ଗସ୍ତରେ ଅଛନ୍ତି । ମସ୍କୋ ପହଂଚିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ । ଏହା ପରେ ମୋଦୀ ସେଠାରେ ଥିବା ଭାରତୀୟ…

ଦିଲ୍ଲୀ-ମୁମ୍ବାଇ ନୁହେଁ, ଏହି ରାଜ୍ୟରେ ବାସ କରନ୍ତି ଦେଶର ସବୁଠାରୁ ଧନୀ ଲୋକ

ନୂଆଦିଲ୍ଲୀ: ଅଧିକାଂଶା ଲୋକଙ୍କ ଧାରଣା ଥାଏ କି ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ପଲିଟିଆନ୍ ସିଟିରେ ଧନି ଲୋକମାନେ ବାସ କରିଥାନ୍ତି । କିନ୍ତୁ ପୂର୍ବୋତ୍ତରରେ ଏପରି ଏକ ରାଜ୍ୟ ଅଛି ଯେଉଁଠି ବ୍ୟକ୍ତିଙ୍କ ମୁଣ୍ଡପିଛା ଆୟ…

ଆଜି ଝାଡ଼ଖଣ୍ଡରେ ହେମନ୍ତ ସରକାରଙ୍କ ଫ୍ଲୋର ଟେଷ୍ଟ; ହୋଇପାରେ କ୍ୟାବିନଟ୍ ବିସ୍ତାର, ଜାଣନ୍ତୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା

ରାଞ୍ଚି: ଆଜି ଝାଡ଼ଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କ ହେବ ଫ୍ଲୋର ଟେଷ୍ଟ । ଫ୍ଲୋର ଟେଷ୍ଟ ପରେ ହେମନ୍ତଙ୍କ କ୍ୟାବିନେଟ୍ ବିସ୍ତାର ହୋଇପାରେ । ଏହା ପରେ ରାଜଭବନରେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ କ୍ୟାବିନେଟ ମନ୍ତ୍ରୀ ଶପଥ…

ନିଷ୍ଠୁରତାର ସୀମା ପାର କଲେ ପିତା… ୧୫ ଦିନର କନ୍ୟା ସନ୍ତାନକୁ ଦେଲେ ଜୀବନ୍ତ କବର, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇସଲାମାବାଦ: ବେଳେ ବେଳେ ପରିସ୍ଥିତି ମଣିଷକୁ ଏପରି କାର୍ଯ୍ୟ କରିବାକୁ ବାଧ୍ୟ କରିଥାଏ ଯେଉଁଥିପାଇଁ ସେ ସାରା ଜୀବନ ପଶ୍ଚାତାପ କରିଥାଏ । ନିଜ ସନ୍ତାନର ଚିକିତ୍ସା ପାଇଁ ଅର୍ଥ ଅଭାବ ହେବାରୁ ଜଣେ ନିର୍ଦୟୀ ପିତା ତାକୁ…