Public Speaking ସମୟରେ ନର୍ଭସ ଅନୁଭବ କରୁଛନ୍ତି କି ? Confidence ବୃଦ୍ଧି କରିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ କୁଣ୍ଠାବୋଧ କରିଥାନ୍ତି । ଏହାର ଅନେକ କାରଣ ଥାଇପାରେ ଯେପରି ନର୍ଭସନେସ୍‌, ଭିଡ଼କୁ ଦେଖି ଡରିଯିବା, ରିସର୍ଭଡ୍ ପ୍ରକୃତି ଇତ୍ୟାଦି ।…

ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉପରୁ GST ହଟାଇବା ଦାବି, ଅର୍ଥମନ୍ତ୍ରୀଙ୍କୁ ଚିଠିି ଲେଖିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ: ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ GST ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି…

ଇଂଲଣ୍ଡ ହ୍ୱାଇଟ୍ ବଲ୍ ଟିମର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ Matthew Mott, ଜାଣନ୍ତୁ ତାଙ୍କ ସ୍ଥାନରେ ଅନ୍ତରୀଣ କୋଚ୍ କିଏ ?

ଲଣ୍ଡନ: ଟି-୨୦ କ୍ରିକେଟ ବିଶ୍ୱକପରେ ଇଂଲଣ୍ଡ ଦଳର ନିରାଶାଜନକ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଥିମଧ୍ୟରେ ମଙ୍ଗଳବାର ଇଂଲଣ୍ଡର ହ୍ୱାଇଟ୍ ବଲ୍ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ମାଥୁ୍ୟ ମୋଟ୍ଟ(Matthew…

କୃଷି ମନ୍ତ୍ରୀଙ୍କ ବଡ଼ ଘୋଷଣା: ଲଗାଣ ବର୍ଷାରେ ପ୍ରଭାବିତ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର: ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏଥିପାଇଁ ଅନେକ ଜନଜୀବନ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ଫଳରେ ଅନେକ ଘର ଭାଙ୍ଗିବା ସହ…

ଖୁବ୍ ଶୀଘ୍ର ଉଦ୍ଧାର ହେବେ କେରଳରେ ଫସିଥିବା ଦୁଇ ଓଡ଼ିଆ ପରିବାର, କେରଳ ଅଧିକାରୀଙ୍କ ସହ କଥା ହେଲେ ଓଡ଼ିଶା ସରକାର

ଭୁବନେଶ୍ୱର: ନିକଟରେ କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନ ହୋଇଥିଲା । ଫଳରେ ଅନେକ ନଦୀ ଜଳମଗ୍ନ ହେବାରୁ ଅନେକ ଗାଁ ନିଶ୍ଚିହ୍ନ ହୋଇଯାଇଛି । ଅନେକ ଧନ ଜୀବନ ହାନୀ ହୋଇଥିବା ବେଳେ ଏବେବି ଭଗ୍ନାବଶେଷ ତଳେ…

ଗୋଟିଏ କିମ୍ବା ୨ଟି ନୁହେଁ ୧୦୦ଟି ସନ୍ତାନର ବାପା Telegram ସିଇଓ, ୧୨ଟି ଦେଶରେ ରହିଛି ପରିବାର, ଆଶ୍ଚର୍ଯ୍ୟଜନକ ଖୁଲାସା କଲେ Pavel Durov

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମେସେଞ୍ଜର ଆପ୍ 'ଟେଲିଗ୍ରାମ'ର ପ୍ରତିଷ୍ଠାତା ତଥା ସିଇଓ Pavel Durov ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଟେଲିଗ୍ରାମରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ‘ସେ ଗୋଟିଏ କିମ୍ବା ୨ଟି…

ଗୋଟିଏ ଅଲିମ୍ପିକ ପଦକ ଜିତିଲେ ମିଳିଥାଏ ୬ କୋଟି Prize Money, ଶୀର୍ଷରେ ରହିଛି ଏହି ଦେଶ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪କୁ ନେଇ ଭାରତୀୟ କ୍ରୀଡ଼ାପ୍ରେମୀ ଉତ୍ସାହିତ ଅଛନ୍ତି । ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଭାରତକୁ ୨ ପଦକ ଜିତାଇ ଇତିହାସ ରଚିଛନ୍ତି । ମନୁ ଭାକର ଏୟାର…

Conn Syndrome କ’ଣ ? ଏହା କିଡିନୀ ଏବଂ ହାର୍ଟକୁ କିପରି ପ୍ରଭାବିତ କରିଥାଏ ? ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶା ଭାସ୍କର: ଆଜିକାଲି ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତି ବୟସ ପୂର୍ବରୁ ରୋଗାଗ୍ରସ୍ତ ହେବା ସାଧାରଣ ବିଷୟ ପାଲଟିଯାଇଛି । ଚିକିତ୍ସା ପାଇଁ ହସ୍ପିଟାଲ ଏବଂ ଡାକ୍ତରଙ୍କ ପାଖକୁ ଦୌଡ଼ି ଦୌଡ଼ି ବ୍ୟକ୍ତି ନୟାନ୍ତ…

ୱାୟନାଡ ଭୂସ୍ଖଳନ: ଦୁଇ ଦିନ ଶୋକ ଘୋଷଣା କଲେ କେରଳ ସରକାର, ମୃତ୍ୟୁ ସଂଖ୍ୟା ୧୪୬କୁ ବୃଦ୍ଧି

ୱାୟନାଡ: କେରଲର ୱାୟନାଡ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଅନେକ ଧନ ଜୀବନ ହାନୀ ହୋଇଛି । ବର୍ତ୍ତମାନ ସୁଦ୍ଧା ୱାୟନାଡ ଭୂସ୍ଖଳନରେ ପ୍ରାୟ ୧୪୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଗୋଟିଏ…

ଲିପଷ୍ଟିକ୍ ଶେଡ୍ ପାଇଁ ଟ୍ରୋଲ ହୋଇଥିଲେ ଏହି ବଲିଉଡ ସେଲିବ୍ରିଟି, ଅଜବ ଲୁକ୍ ଦେଖି ଫ୍ୟାନ୍ସ ତାଜୁବ୍‌

ଓଡ଼ିଶା ଭାସ୍କର: ମହିଳାଙ୍କ ମେକଅପରେ ଲିପଷ୍ଟିକ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଆମ ଲୁକକୁ ଦ୍ୱିଗୁଣିତ କରିଥାଏ । ବଜାରରେ ବିଭିନ୍ନ ପ୍ରକାର ବ୍ରାଣ୍ଡ୍ ଏବଂ ଶେଡ୍‌ସର ଲିପଷ୍ଟିକ୍ ଉପଲବ୍ଧ । ଏମିତିରେ…