ଉପବାସ ରଖିଲେ ଶରୀରରେ କ’ଣ ପିରିବର୍ତ୍ତନ ହୋଇଥାଏ ? ଜାଣନ୍ତୁ ଉପବାସ ରଖିବାର ଫାଇଦା ବିଷୟରେ
ଓଡ଼ିଶା ଭାସ୍କର: ଭାରତୀୟ ସଂସ୍କୃତିରେ ବିଭିନ୍ନ ଧାର୍ମିକ କାରଣ ପାଇଁ ବ୍ୟକ୍ତି ଉପବାସ ରଖିଥାନ୍ତି । ଏହା ବ୍ୟତୀତ ଅନେକ ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଉପବାସ ରଖିଥାନ୍ତି । କିନ୍ତୁ ଉପବାସ ରଖିବାର ସଠିକ ଉପାୟ…