ନଣନ୍ଦଙ୍କ ପ୍ରିୟ ଭାଉଜ ହେବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସହଜ ଟିପ୍ସ୍
ଓଡ଼ିଶା ଭାସ୍କର: ଝିଅଟିଏ ବାହା ହୋଇ ଶ୍ୱଶୁର ଘରକୁ ଆସିଲେ ନୂଆ ସମ୍ପର୍କ ସହ ଯୋଡ଼ି ହୋଇଥାଏ । ସେଠାରେ ସ୍ୱାମୀ, ଶାଶୁ, ଶ୍ୱଶୁର, ନଣନ୍ଦ, ଦିଅର ଇତ୍ୟାଦିଙ୍କ ମନ ମାନି ଚଳିବାକୁ ଚେଷ୍ଟା କରିଥାଏ । ନୂଆ ବୋହୂକୁ ଶ୍ୱଶୁର…