ପୁଅ ଅନନ୍ତଙ୍କ ବିବାହ ପୂର୍ବରୁ ଅମ୍ବାନୀ ପରିବାର କରିବେ ଏହି ଶୁଭ କାର୍ଯ୍ୟ, ନବ ଦମ୍ପତ୍ତିଙ୍କୁ ମିଳିବ ଆଶୀର୍ବାଦ

ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ଏଥିପାଇଁ ଅମ୍ବାନୀ ପରିବାର ଜୋରଦାର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ…

ମହାନଦୀ କୂଳରେ ଖେଳୁଥିବା ସମୟରେ ଅଘଟଣ, ୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର

ଅନୁଗୁଳ:  ଜଣେ ୮ ବର୍ଷର ନାବାଳକକୁ ଗୋଟିଏ କୁମ୍ଭୀର ମହାନଦୀକୁ ଟାଣି ନେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଲୋକେ ମହାନଦୀରୁ ବାଳକର ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି । ମୃତକ…

MLC ନିର୍ବାଚନ ପାଇଁ କାହାକୁ ଟିକେଟ ଦେବ ବିଜେପି ? ଦଳିତ ଏବଂ OBC ଉପରେ ରହିଛି ଫୋକସ୍‌…

ଲକ୍ଷ୍ନୌ: ଶୁକ୍ରବାର ଲକ୍ଷ୍ନୌ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସ 5KD ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ପ୍ରଦେଶ ଅଧ୍ୟକ୍ଷ ଭୁପେନ୍ଦ୍ର ଚୌଧୁରୀ ଏବଂ…

ଚୀନ ମାମଲାରେ ଏକ୍ସପର୍ଟ, PMO ଅଫିସରେ ଥିଲେ କାର୍ଯ୍ୟରତ, ଜାଣନ୍ତୁ କିଏ ବୈଦେଶିକ ସଚିବ ବିକ୍ରମ ମିସ୍ରି

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଦେଶର ନୂତନ ବୈଦେଶକ ସଚିବ ଭାବରେ ଦେଶର ଡେପୁଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର(NSA) ଏବଂ ପୂର୍ବତନ ରାଷ୍ଟ୍ରଦୂତ ବିକ୍ରମ ମିସ୍ରିଙ୍କୁ ନିଯୁକ୍ତ କରାଯାଇଛି ।…

ବ୍ୟକ୍ତିଗତ ବିକାଶ ଚାହୁଁଛନ୍ତି କି ? ବୁଝି ପାରୁନାହାଁନ୍ତି କିପରି କରିବେ ଆରମ୍ଭ, ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ଜୀବନରେ ସମସ୍ତେ ସଫଳ ହେବାକୁ ଚାହିଁଥାନ୍ତି । ଏଥିପାଇଁ କଠୋର ପରିଶ୍ରମ ସହ ଦୃଢ଼ ଇଚ୍ଛା ଶକ୍ତି ଲୋଡ଼ା ରହିଛି । କିନ୍ତୁ ଏହା ସତ୍ତ୍ୱେ ବ୍ୟକ୍ତିକୁ ତା’ର ପରିଶ୍ରମର ଫଳ ମିଳନଥାଏ । ସାଧାରଣତଃ ଏହା ପଛରେ…

ରାଜଘାଟରେ ମହାତ୍ମା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ସ୍ଥିତ ରାଜଘାଟରେ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ସହ ଦୁଇ ଉପ…

ମହିଳାଙ୍କ ପାଇଁ ଖୁସି ଖବର, ମାସିକ ମିଳିବ ୧ ହଜାର ଟଙ୍କା… ଘରୋଇ ଗ୍ରାହକଙ୍କ ପାଇଁ ମାଗଣା ବିଜୁଳି

ରାଞ୍ଚି: ରାଜ୍ୟର ୪୫ ଲକ୍ଷ ମହିଳାଙ୍କୁ ସଶକ୍ତ ତଥା ଆତ୍ମନିର୍ଭରଶୀଳ କରାଇବା ପାଇଁ ଏବଂ ଝାଡ଼ଖଣ୍ଡ କ୍ୟାବିନେଟ୍ ଶୁକ୍ରବାର ଏକ ଆର୍ଥିକ ସହାୟତା ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ‘ମୁଖ୍ୟମନ୍ତ୍ରୀ ବହନ୍ ବେଟି ସ୍ୱ…

ବାଇକକୁ ଧକ୍କା ଦେଲା ବରଯାତ୍ରୀ ବସ୍‌, ଜଣେ ମୃତ

କୋଣାର୍କ: କୋଣାର୍କ ଭଗବତୀ କଲେଜ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ବରଯାତ୍ରୀ ବସ୍ । ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଏବଂ ଅନ୍ୟଜଣେ ଆହତ ହୋଇଥିବା ଜଣାପଡ଼ିଛି ।…

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍‌, ତୀର୍ଥଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇବା ନେଇ ରେଳ ମନ୍ତ୍ରଣାଳୟର ନିଷ୍ପତ୍ତି

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ସମୟରେ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ତେଣୁ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରଥଯାତ୍ରା ସମୟରେ ରେଳ…

ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନ୍ ସ୍ତନ କର୍କଟରେ ପୀଡ଼ିତ, ଇନଷ୍ଟାଗ୍ରାମରେ ଶେୟାର କଲେ ଦୁଃଖଦ ପୋଷ୍ଟ

ମୁମ୍ବାଇ: ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ୍ । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୩୬ ବର୍ଷୀୟ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ ଥିବା ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ ଏକ ନୋଟ୍…