ରାଜଧାନୀରେ ନକଲି ସସ୍ କାରଖାନା ଠାବ, କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାଡର ଚଢ଼ାଉ
ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ସାଇବର ଠକେଇ ମାମଲା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ରାଜଧାନୀରେ ନକଲି ସସ୍ ପ୍ରସ୍ତୁତ କାରଖାନାକୁ ନେଇ ଚର୍ଚ୍ଚା ହେଉଛି । ବିଶେଷ ସୂତ୍ରରୁ ଖବର ପାଇ ସ୍ପେଶାଲ…