Top Stories NEET ପେପର ଲିକ୍ ମାମଲା: ୨ ଅଭିଯୁକ୍ତଙ୍କୁ ଗିରଫ କଲା CBI Sasmita Jamuda Jul 16, 2024 ନୂଆଦିଲ୍ଲୀ: ନୀଟ୍ ପେପର ଲିକ୍ ମାମଲାରେ ଆଜି CBI କୁ ମିଳିଛି ବଡ଼ ସଫଳତା । ନୀଟ୍ ପେପର ଚୋରି କରିବା ଏବଂ ଏହାକୁ ବାଣ୍ଟିବା ଅଭିଯୋଗରେ ପୁଣି ୨ ଜଣ ଅଭିଯୁକ୍ତଙ୍କୁ CBI ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି…
ଖବର ଆସନ୍ତା ୧୯ରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ବିଜେପି ବୈଠକରେ ଯୋଗ ଦେବେ Sasmita Jamuda Jul 16, 2024 ଭୁବନେଶ୍ୱର: ଆସନ୍ତା ୧୯କୁ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି…
Top Stories ୧୮ରେ ଖୋଲାଯିବ ଭିତର ରତ୍ନଭଣ୍ଡାର, ଗୁରୁବାର ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା Sasmita Jamuda Jul 16, 2024 ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁଣି ଥରେ ରତ୍ନ ଭଣ୍ଡାର ଖୋଲାଯିବା ସମ୍ପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ୧୧ ଜଣିଆ କମିଟି ସଦସ୍ୟ…
Top Stories ଦୁଇ ମାସ ପାଇଁ ସ୍କୁଲରେ digital attendance ସ୍ଥଗିତ, ଯୋଗୀ ସରକାର ନେଲେ ବଡ଼ ନିଷ୍ପତ୍ତି Sasmita Jamuda Jul 16, 2024 ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଡିଜିଟାଲ ଆଟେଣ୍ଡାନ୍ସକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୨ ମାସ ପର୍ଯ୍ୟନ୍ତ ଡିଜିଟାଲ ଆଟେଣ୍ଡାନ୍ସ ଉପରେ ରୋକ୍ ଲଗାଯାଇଛି ।…
Top Stories ତିନି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି, ରଥ ଟଣାକୁ ଅପେକ୍ଷା Sasmita Jamuda Jul 15, 2024 ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ଠାକୁର ପ୍ରଭୁ ବଳଭଦ୍ର, ପରେ ମା’ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ରଥକୁ…
Top Stories ଏଣିକି ଭାରତୀୟ ଷ୍ଟାଡିୟମରେ ଦେଖାଯିବନି ‘ତମାଖୁ’ ଏବଂ ‘ଗୁଟଖା’ ବିଜ୍ଞାପନ, BCCIକୁ ଚିଠି ଲେଖିପାରନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ Sasmita Jamuda Jul 15, 2024 ନୂଆଦିଲ୍ଲୀ: ଭାରତରେ ଖେଳାଯିବାକୁ ଥିବା ଆନ୍ତର୍ଜାତୀୟ ଏବଂ ଆଇପିଏଲ ମ୍ୟାଚ୍ ସମୟରେ ପ୍ରାୟତଃ ଷ୍ଟାଡିୟମରେ ‘ତମାଖୁ’ ଏବଂ ‘ଗୁଟଖା’ର ବିଜ୍ଞାପନ ଦେଖିବାକୁ ମିଳିଥାଏ । ଏହି ବିଜ୍ଞାପନ ମାଧ୍ୟମରେ ବୋର୍ଡ଼ ଭଲ ରୋଜଗାର…
Top Stories ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କେପି ଶର୍ମା ଓଲି, ଶୁଭେଚ୍ଛା ଜଣାଇଲେ ମୋଦୀ Sasmita Jamuda Jul 15, 2024 ନୂଆଦିଲ୍ଲୀ: ଆଜି ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ୪ର୍ଥ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି କେପି ଶର୍ମା ଓଲି । ନେପାଳର ସବୁଠାରୁ ବଡ଼ କମ୍ୟୁନିଷ୍ଟ ପାର୍ଟିର ନେତା ଓଲିଙ୍କୁ ରବିବାର ଦେଶର ରାଷ୍ଟ୍ରପତି ରାମଚନ୍ଦ୍ର…
ଦେଶ ରାଜ୍ୟସଭାରେ ଦୁର୍ବଳ ହେଉଛି କି NDA ? ସଂଖାଗରିଷ୍ଠତା ପାଇଁ ମିତ୍ର ଦଳର ସମର୍ଥନକୁ ନେଇ ଉପୁଜିଛି ଦ୍ୱନ୍ଦ Sasmita Jamuda Jul 15, 2024 ନୂଆଦିଲ୍ଲୀ: ରାଜ୍ୟସଭାରେ ଶାସକNDAର ଶକ୍ତି ହ୍ରାସ ପାଇଛି । ଜୁଲାଇ ୧୩ରେ ବିଜେପିର ୪ ଜଣ ମନୋନିତ ସଦସ୍ୟ ଅବସର ଗ୍ରହଣ କରିଛନ୍ତି । ଫଳରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୮୬କୁ ହ୍ରାସ ପାଇଛି । ଉପର…
ଖବର ଏହି ରାଜ୍ୟରେ ବୃଦ୍ଧି ହେବ ବସ୍ ଭଡ଼ା ! ୩ ମାସରେ ୨୯୫ କୋଟି ଟଙ୍କାର କ୍ଷତି ସହିଛି ପରିବହନ ନିଗମ Sasmita Jamuda Jul 15, 2024 ବେଙ୍ଗାଲୁରୁ: ଦେଶରେ କ୍ରମାଗତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି । ଏନେଇ କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମ(KRCTC) ବର୍ତ୍ତମାନ ବସ୍ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । KRCTC…
ଖବର ଏହି ଭୁଲ ପାଇଁ ତଣ୍ଡ ଗଣିବ BMW, ରାୟ ଶୁଣାଇଲେ ସୁପ୍ରିମକୋର୍ଟ Sasmita Jamuda Jul 15, 2024 ଭୁବନେଶ୍ୱର: ଦେଶର ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ BMW ଇଣ୍ଡିଆ ଏହାର ଗ୍ରାହକଙ୍କୁ ଏକ ତୃଟିପୂର୍ଣ୍ଣ କାର ବିକ୍ରୟ କରିଥିବା ନେଇ ସୁପ୍ରିମକୋର୍ଟ ଉକ୍ତ କମ୍ପାନୀକୁୁ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି…