ସୁନ୍ଦରଗଡ଼ରେ ଡବଲ ମର୍ଡ଼ର; ତ୍ରିକୋଣୀୟ ପ୍ରେମ ସନ୍ଦେହ, ପୋଲିସର ତଦନ୍ତ ଜାରି
ସୁନ୍ଦରଗଡ଼: ସୁନ୍ଦରଗଡ଼ କୁତ୍ରାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ ତୁନମରା ପଂଚାୟତ କାଶୀପଡ଼ାରେ ଏକ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଡ୍ରାଇଭରଙ୍କ ଛୁରା ମାଡ଼ରେ ଯୁବକ ଯୁବତୀଙ୍କ ମୃତ୍ୟୁ ହେବା…