ଆପଣ କେମିକାଲ ମିଶ୍ରିତ ତରଭୂଜ ଖାଉନାହାଁନ୍ତି ତ ? ଏହି ସହଜ ଉପାୟରେ ଚିହ୍ନନ୍ତୁ

ଓଡ଼ିଶା ଭାସ୍କର: ଖରା ଦିନରେ ଶରୀରକୁ ଯେତେ ହାଇଡ୍ରେଟ୍ ରଖିବା ସେତିକି ଭଲ । ଏହି ଦିନ ଅଧିକରୁ ଅଧିକ ମୌସୁମୀ ଫଳ ସେବନ କରିବା ଉଚିତ । ଏହା ଆମ ଶରୀରକୁ ଶକ୍ତି ଯୋଗାଇଥାଏ । କିନ୍ତୁ ଆଜିକାଲି ବଜାରରେ କେମିକାଲ ମିଶ୍ରିତ…

BCCI ଟାର୍ଗେଟରେ କେ.ଏଲ ରାହୁଲ ଏବଂ ଋତୁରାଜ, ଏହି ଭୁଲ ପାଇଁ ଦେବେ ଜରିମାନା

ନୂଆଦିଲ୍ଲୀ: ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି IPL 2024 । ଚଳିତ IPLର ୩୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜାୟଣ୍ଟ୍‌ସ ମଧ୍ୟରେ ଉତ୍ତର ପ୍ରଦେଶର ଇକାନା ଷ୍ଟାଡିୟମରେ ମୁକାବିଲା…

ହଷ୍ଟେଲରେ ଜଣ୍ଡିସ ଅତଙ୍କ, ୨୮ ଛାତ୍ର ଆକ୍ରାନ୍ତ

ଓଡ଼ିଶା ଭାସ୍କର: କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ । ଜଣ୍ଡିସରେ ହଷ୍ଟେଲର ୨୮ ଜଣ ଛାତ୍ର ଆକ୍ରାନ୍ତ ଥିବା ଜଣାପଡ଼ିଛି । ମେଡ଼ିକାଲ ଟିମ୍ ହଷ୍ଟେଲରେ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା…

ଜେଲ ଭିତରେ କଏଦୀଙ୍କ ମଧ୍ୟରେ ସଂଘର୍ଷ; ୨ ମୃତ, ଦୁଇ ଗୁରୁତର

ଚଣ୍ଡିଗଡ଼: ପଞ୍ଜାବର ସଂଗରୁର ଜେଲରେ ବନ୍ଦୀମାନଙ୍କ ମଧ୍ୟରେ ସଂଘର୍ଷ ହେବାର ମାମଲା ସାମ୍ନାକୁ ଆସିଛି । ଜେଲରେ ୪ ଜଣ କଏଦୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ କାରଣରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ଦୁଇ ଜଣ ହର୍ଷ ଏବଂ…

Over Exercise ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: ସୁସ୍ଥ ଜୀବନଶୈଳୀ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗାସନ, ବ୍ୟାୟାମ, ମର୍ଣ୍ଣିଂ ୱାକ୍ ଲାଭଦାୟକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ପ୍ରତିଦିନ ଅତି କମରେ ଅଧଘଣ୍ଟା ଶାରୀରିକ ବ୍ୟାୟାମ…

YES ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ବଡ଼ ଆଶ୍ୱସ୍ତି, ମନି ଲଣ୍ଡ୍ରିଂ ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ: ଘରୋଇ ସେକ୍ଟର ୟେସ୍ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ମନି ଲଣ୍ଡ୍ରିଂ ମାମଲାରେ ମୁମ୍ବାଇ ସ୍ଥିତ ସ୍ପେସାଲ କୋର୍ଟ ତାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି ।…

ଫ୍ରିଜରେ ରଖନ୍ତୁ ନାହିଁ ଏହି ଜିନିଷ, ଶୀଘ୍ର ହୋଇଥାଏ ଖରାପ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଲୋକଙ୍କ ଘରେ ଫ୍ରିଜ୍ ରହିବା ଏକ ସାଧାରଣ କଥା । ଫ୍ରିଜରେ ଖାଦ୍ୟ ଜିନିଷ ରହିଲେ ଶୀଘ୍ର ଖରାପ ହୋଇନଥାଏ । କିନ୍ତୁ ଅନେକ ସମୟରେ ଲୋକମାନେ ଜାଣି ନଥାନ୍ତି ଯେ ଫ୍ରିଜରେ କେଉଁ ଜିନିଷ…

ଗାଧୋଇବା ବେଳେ ଅଘଟଣ, ନଦୀରେ ବୁଡ଼ି ଦୁଇ ଭାଇ ନିଖୋଜ

ଓଡ଼ିଶା ଭାସ୍କର: ନଦୀରେ ଗାଧୋଇବା ବେଳେ ଅଘଟଣ । ଜୋକଡ଼ିଆ ଖରସ୍ରୋତା ନଦୀରେ ଗାଧୋଇବା ସମୟରେ ବୁଡ଼ି ଦୁଇ ଭାଇ ନିଖୋଜ ଥିବା ଘଟଣା ସାମ୍ନାକୁ ଆସିଛି । ଦୁଇ ଭାଇଙ୍କୁ ଖୋଜା ଖୋଜି ଜାରି ରହିଛି ।

ପରଲୋକରେ ବର୍ଷୀୟାନ ନାଟ୍ୟ ନିର୍ଦ୍ଦେଶକ ଡ. ସଚ୍ଚି ଦାସ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବର୍ଷୀୟାନ ନିର୍ଦ୍ଦେଶକ ଡ. ସଚ୍ଚି ଦାସ ଆଉ ନାହାଁନ୍ତି । ଦୀର୍ଘ ଦିନରୁ ଅସୁସ୍ଥ ଥିବା କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିବା ପାଇଁ ୪୮ ଘଣ୍ଟା, ଜାଣନ୍ତୁ ନିର୍ବାଚନ ପୂର୍ବରୁ କାହିଁକି ହୋଇଥାଏ Silence Period ?

ନୂଆଦିଲ୍ଲୀ: ଏପ୍ରିଲ ୧୯ରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ପ୍ରସ୍ତୁତ ଅଛନ୍ତି ସମସ୍ତ ରାଜନୈତିକ ଦଳ ଏବଂ ସାଧାରଣ ଜନତା । ଦେଶର ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ଟି ଲୋକସଭା ଆସନ ପାଇଁ…