fbpx

ଶଶି ଥରୁରୁଙ୍କୁ ଫ୍ରାନ୍ସର ସବୋର୍ଚ୍ଚ ନାଗରିକ ସମ୍ମାନ, ଜାଣନ୍ତୁ କ’ଣ ପାଇଁ ଦିଆଗଲା ପୁରସ୍କାର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଥରୁରଙ୍କୁ Knight of the Legion of Honourରେ ସମ୍ମାନିତ କରାଯାଇଛି ।…

Scholarship after 12th: ନିଜ ମନ ପସନ୍ଦ କୋର୍ସରେ କରନ୍ତୁ ଆଡମିସନ୍, ଏହି ଛାତ୍ରବୃତ୍ତିର ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ବର୍ତ୍ତମାନ ପରୀକ୍ଷା ଋତୁ । ବୋର୍ଡ଼ ପରୀକ୍ଷାକୁ ନେଇ ଚିନ୍ତିତ ଛାତ୍ରଛାତ୍ରୀ । ସମସ୍ତଙ୍କ ଇଚ୍ଛା ଥାଏ ଭଲ କଲେଜ ବା ବିଶ୍ୱବିଦ୍ୟାଳୟରେ ମନପସନ୍ଦ ବିଷୟ ଅଧ୍ୟୟନ କରିବେ । କିନ୍ତୁ ଅନେକ ସମୟରେ ଏହା ସମ୍ଭବ…

କଂଗ୍ରେସ ନ୍ୟାୟ ଯାତ୍ରାରେ ଲାଗିବ ବ୍ରେକ୍, ବିଦେଶ ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ବର୍ତ୍ତମାନ ଏଥିରେ ଲାଗିବ ବ୍ରେକ୍ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶ ଗସ୍ତକୁ ଯିବେ । ଲଣ୍ଡନ ସ୍ଥିତ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ…

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏସ୍. ନରିମନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏବଂ ବିଶିଷ୍ଟ ଆଇନଜୀବୀ ଫାଲି ଏସ୍ ନରିମନଙ୍କ ବୁଧବାର ଦେହାନ୍ତ ହୋଇଛି । ସେ ୯୫ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି…

ଭାରତୀୟ ଲାଇସେନ୍ସରେ ଆମେରିକାରେ ଚଲାଇପାରିବେ ଗାଡ଼ି, ଜାଣନ୍ତୁ କ’ଣ ରହିଛି ନିୟମ ?

ନୂଆଦିଲ୍ଲୀ: ଆଜିକାଲି ଅନେକ ଭାରତୀୟ ପଢ଼ାପଢ଼ି ହେଉ କିମ୍ବା ଚାକିରି, ବିଦେଶ ଯିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ବିଶେଷ କରି ଆମେରିକାରେ ଭାରତୀୟଙ୍କ ସଂଖ୍ୟା ଅଧିକ । ଆମେରିକା ଯିବାପାଇଁ ଆଗ୍ରହୀ ଥିବା ଅନେକଙ୍କ…

ବୁଦ୍ଧ ଗୋଚର: ବୃଦ୍ଧି ହେବ ଆୟ, କ୍ୟାରିୟରରେ ମିଳିବ ସଫଳତା, ଜାଣନ୍ତୁ କେଉଁ ରାଶିଙ୍କୁ ମିଳିବ ଲାଭ

ଓଡ଼ିଶା ଭାସ୍କର: ଗ୍ରହର ରାଜକୁମାର ହେଉଛନ୍ତି ବୁଦ୍ଧ । ଫେବୃଆରୀ ୨୦ ସକାଳ ୫ଟା ୪୮ ମିନିଟରେ ସେ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି । ବୁଦ୍ଧି, ଚିନ୍ତାଧାରା, ଶିକ୍ଷା, ବିତର୍କ ଏବଂ ପବ୍ଲିକ୍ କମ୍ୟୁନିକେସନ୍ ପାଇଁ…

ଓଡ଼ିଶା ଆସିବେ ରାଜନାଥ ସିଂହ, ବିଜେପି କୋର୍ କମିଟି ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୨ରେ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଂଗପୁର, ଗଞ୍ଜାମ ଓ ମୟୁରଭଞ୍ଜ ଗସ୍ତରେ ଆସିବେ ରାଜନାଥ ସିଂହ । ନବରଙ୍ଗପୁରରେ ବିଜେପି କମିଟି ବୈଠକ ଏବଂ ଗଂଜାମରେ…

ଲାଦାଖକୁ ରାଜ୍ୟ ମାନ୍ୟତା ଦାବି; ସରକାରଙ୍କୁ ଧନ୍ୟବାଦ ଦେବି ନଚେତ୍ ଆମରଣ ଅନଶନ କରିବି କହିଲେ ସୋନମ ୱାଙ୍ଗଚୁକ୍

ନୂଆଦିଲ୍ଲୀ: ରେମନ୍ ମେଗସେସେ ଆୱାର୍ଡ଼ରେ ସମ୍ମାନିତ ସୋନମ ୱାଙ୍ଗଚୁକ୍ ଲାଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଆସନ୍ତା ସପ୍ତାହ କେନ୍ଦ୍ର ସରକାରଙ୍କ ସହ ଏକ…

ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଜୀବିକା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ବରଗଡ଼ବାସୀଙ୍କୁ ଖୁସି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଙ୍ଗାଧର ମେହେର ଉଠା ଜଲ ସେଚନ ପ୍ରକଳ୍ପ, ଅତ୍ୟାଧୁନିକ କ୍ୟାନସର…

ରେକର୍ଡ଼େଡ୍ କଲ ପ୍ରତି ସାବଧାନ୍ ! ମହିଳାଙ୍କ Delivery app accountରୁ ଉଡ଼ିଗଲା ୯୭ ହଜାର ଟଙ୍କା, ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଯୁଗ । ତେଣୁ ଦିନକୁ ଦିନ ଅନଲାଇନ୍ ଠକେଇ ଭଳି ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନଲାଇନ୍ ଠକମାନେ ମଧ୍ୟ ବେଶ ସକ୍ରିୟ ହୋଇଗଲେଣି । ସେମାନେ ଠକିବା ପାଇଁ ସବୁବେଳେ ଭିନ୍ନ ଭିନ୍ନ ପନ୍ଥା…