ଆଜି କଂଗ୍ରେସର CWC ଏବଂ ସଂସଦୀୟ ଦଳର ବୈଠକ, ଲୋକସଭା ନିର୍ବାଚନରେ ସଫଳତାକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ: ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି(CWC) ଏବଂ ପାର୍ଟି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧ଟାରେ CWC ବୈଠକ ହେବାକୁ ଥିବା ବେଳେ ସନ୍ଧ୍ୟା ୫ଟାରେ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ ।…

ଆଜି ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳ ବୈଠକ, ଲୋକସଭା ନିର୍ବାଚନରେ ପରାଜୟର କାରଣକୁ ନେଇ କରିବେ ସମୀକ୍ଷା

ଲକ୍ଷ୍ନୌ: ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀମଣ୍ଡଳ ବୈଠକ କରିବେ । ଏହି ବୈଠକରେ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ସମୀକ୍ଷା କରିବେ । ଏହା ସହ ସରକାରଙ୍କ ସମସ୍ତ ବିଭାଗର…

ଏସିଆର ପ୍ରଥମ ଲୋକୋ ପାଇଲଟ ସୁରେଖା ଯାଦବଙ୍କୁ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ମିଳିଳା ନିମନ୍ତ୍ରଣ, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୯ରେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଅନେକ ବ୍ୟକ୍ତି ବିଶେଷଙ୍କୁ…

ଯୋଗାସନ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ଫାଇଦା ପରିବର୍ତ୍ତେ ହୋଇଥାଏ କ୍ଷତି

ଓଡ଼ିଶା ଭାସ୍କର: ସୁସ୍ଥ ଜୀବନଶୈଳୀ ପାଇଁ ସନ୍ତୁଳିତ ଆହାର ସହ ବ୍ୟାୟାମ ଏବଂ ସୁନିଦ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯୋଗାସନ ଉଭୟ ଶରୀର ଓ ମନ ପାଇଁ ଲାଭକାରୀ ଅଟେ । ନିୟମିତ…

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଚନ୍ଦ୍ରବାବୁ ନାଇଡୁ, ଜୁନ୍ ୧୨କୁ ଘୁଞ୍ଚିଲା ତାରିଖ

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟିର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚିଛି । ସୂତ୍ରରୁ ପ୍ରକାଶ ଜୁନ୍ ୮ ପରିବର୍ତ୍ତେ ବର୍ତ୍ତମାନ ଜୁନ୍ ୧୨ରେ ନାଇଡୁଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।…

ସୋଲାପୁର ଆସନରୁ ବିଜୟୀ ହୋଇଥିବା କିଏ ପ୍ରଣିତୀ ଶିନ୍ଦେ ? ଜାଣନ୍ତୁ କେତେ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିଛନ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁର ଲୋକସଭା ଆସନରେ କଂଗ୍ରେସ ବିଜୟ ପତାକା ଲହରାଇଛି । କଂଗ୍ରେସ ପ୍ରାର୍ଥୀ ପ୍ରଣିତୀ ଶିନ୍ଦେ ୭୪ ହଜାରରୁ ଉଦ୍ଧେ୍ୱର୍ ଭୋଟ ବ୍ୟବଧାନରେ ବିଜେପିର ରାମ ସତପୁତେଙ୍କୁ ପରାସ୍ତ କରିଛନ୍ତି ।…

ନିୟମ ବଦଳାଇଲା SEBI, ବର୍ତ୍ତମାନ ଶେୟାର ବିକ୍ରୟ ପରେ ଆକାଉଣ୍ଟକୁ ଟଙ୍କା ଆସିବା ହେଲା ଆହୁରି ସହଜ

ନୂଆଦିଲ୍ଲୀ: ବୁଧବାର ମାର୍କେଟ ନିୟାମକ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଇଣ୍ଡିଆ(SEBI) ଗ୍ରାହକଙ୍କ ଆକାଉଣ୍ଟରେ ସିଧାସଳଖ ଭାବେ ଦେୟ ପ୍ରକ୍ରିୟା ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛି । ପରିଚାଳନା…

ବିହାରର କୁଖ୍ୟାତ ଅପରାଧୀର ଏନକାଉଣ୍ଟରରେ ମୃତ୍ୟୁ, ଅପରାଧୀଙ୍କ ନାଁରେ ଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ନୋଏଡା ଏସଟିଏଫ୍ ଏବଂ ବିହାର ଏସଟିଏଫର ମିଳିତ ଅପରେସନରେ ବୁଧବାର ବିହାରର ଜଣେ କୁଖ୍ୟାତ ଅପରାଧୀର ଏନକାଉଣ୍ଟର କରାଯାଇଥିଲା । ୟୁପିର ମୁଜାଫର ନଗର ଜିଲ୍ଲାର ରତନପୁରି ଥାନା ଅଞ୍ଚଳରେ ଏହି…

ପ୍ରଥମ ଇମ୍ପ୍ରେସନ୍ କରିବାକୁ ଚାହୁଁଛନ୍ତି କି ଖାସ୍ ? କରନ୍ତୁ ନାହିଁ ଏହି ଭୁଲ

ଓଡ଼ିଶା ଭାସ୍କର: କଥାରେ ଅଛି ଫାଷ୍ଟ ଇମ୍ପ୍ରେସନ ଇଜ୍ ଦି ଲାଷ୍ଟ ଇମ୍ପ୍ରେସନ । ସାଧାରଣତଃ ଲୋକମାନେ ଏହି ଉକ୍ତିକୁ ଗମ୍ଭୀରତାର ସହ ନେଇଥାନ୍ତି । ଏହାର ଆଧାରରେ ଭବିଷ୍ୟତରେ ସେହି ବ୍ୟକ୍ତିଙ୍କ ସହ ଆପଣଙ୍କ ସମ୍ପର୍କ…

୬୨ ବର୍ଷ ପରେ ଉତ୍ତର ପ୍ରଦେଶର ଏହି ଲୋକସଭା ଆସନକୁ ମିଳିଲା ନୂତନ ମହିଳା ସାଂସଦ, ଜାଣନ୍ତୁ ସେ କିଏ ?

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦା ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ଦମଦାର ବିଜୟ ଦେଖିବାକୁ ମିଳିଛି । ବାନ୍ଦା ଲୋକସଭା ଆସନରୁ ସମାଜବାଦୀ ପାର୍ଟି ତରଫରୁ କୃଷ୍ଣା ପଟେଲ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ।…