fbpx

ଗୋରୁ ବୋଝେଇ ପିକଅପ୍ ଓଲଟି ୧୩ ଗୋରୁ ମୃତ, ଡ୍ରାଇଭର ଫେରାର

ଓଡ଼ିଶା ଭାସ୍କର: ଦଶପଲ୍ଲା ସ୍ଥିତ ଯୋଗୀବନ୍ଧ ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗୋରୁ ବୋଝେଇ ପିକଅପ୍ ଓଲଟି ପଡ଼ିବା ଯୋଗୁଁ ୧୩ ଗୋରୁଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଦୁର୍ଘଟଣା ଘଟାଇ ଡ୍ରାଇଭର…

‘ରଙ୍ଗୀନ ଧାନ’ କୋରାପୁଟକୁ ଦେବ ନୂତନ ପରିଚୟ, ଗବେଷଣାରୁ ପ୍ରକାଶ

ଓଡ଼ିଶା ଭାସ୍କର: ପାହାଡ଼, ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ବର୍ତ୍ତମାନ ରଙ୍ଗିନ ଧାନ ଜିଲ୍ଲାକୁ ଦେବ ନୂତନ ପରିଚୟ । ଅନ୍ୟ ଧାନ ଠାରୁ ଏହି ପ୍ରଜାତି ଅଧିକ ପୁଷ୍ଟିକର ହେବ ବୋଲି ଗବେଷଣାରୁ ଜଣାପଡ଼ିଛି…

ମୃତ୍ୟୁ ମୁଖରୁ ବର୍ତ୍ତିଲେ ରଶ୍ମିକା, ଜରୁରୀକାଳୀନ ଅବତରଣ କଲା ଫ୍ଲାଇଟ୍

ନୂଆଦିଲ୍ଲୀ: ସାଉଥ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରଶ୍ମିକା ମନ୍ଦାନା । ସୋସିଆଲ ମିଡ଼ିଆରେ ସେ ସବୁବେଳେ ଆକ୍ଟିଭ୍ ରୁହନ୍ତି । ନିକଟରେ ସେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଯେଉଁଥିପାଇଁ ବିମାନକୁ…

Pig Butchering Scam କ’ଣ ? ଜାଣନ୍ତୁ କିପରି ରଖିବେ ନିଜକୁ ଆଲର୍ଟ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଅନଲାଇନ୍ ମାଧ୍ୟମରେ ଘରେ ବସି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇଯାଉଛି । ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି ସହ ଅନଲାଇନ୍ ସ୍କାମ୍ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।…

CUET UG 2024: ଦ୍ୱାଦଶ ପରେ କେଉଁଠି ଓ କେମିତି ମିଳିବ ଆଡମିସନ୍, ଜାଣନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ବର୍ତ୍ତମାନ ପରୀକ୍ଷା ଋତୁ । ବିଶେଷ କରି ବୋର୍ଡ଼ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସାଧାରଣତଃ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ୟୁନିଭର୍ସିଟିରେ ପାଠ…

ହାତ ଛାଡ଼ି ପଦ୍ମ ଧରିବେ କମଲନାଥ ! ଏମିତି ହେଲେ ବିଜେପିକୁ କ’ଣ ହେବ ଫାଇଦା

ନୂଆଦିଲ୍ଲୀ: କିଛି ମାସ ପରେ ଲୋକସଭା ନିର୍ବାଚନ । ଏନେଇ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିମଧ୍ୟରେ ମଧ୍ୟପ୍ରଦେଶର…

ଚେକ୍ ବାଉନ୍ସ ମାମଲା: ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ

ନୂଆଦିଲ୍ଲୀ: ବଲିଉଡ଼ର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଚେକ୍ ବାଉନ୍ସ ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତିି କୋର୍ଟ । ଏହା ସହ ଜୋରିମାନ ବାବଦକୁ ତାଙ୍କୁ ୨ କୋଟି ଟଙ୍କା ଜମା କରିବାକୁ…

Weekly Horoscope: ଏହି ରାଶିଙ୍କ ଉପରେ ସୂର୍ଯ୍ୟ-ଶନିଙ୍କ ରହିବ କୃପା ଦୃଷ୍ଟି, କାର୍ଯ୍ୟରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ଫେବୃଆରୀ ୧୯ରୁ ୨୫ ଅନେକ ରାଶି ଗ୍ରହ ଗୋଚର କରିବେ । ଫଳରେ ଶୁଭ ଯୋଗ କାରଣରୁ ଲାଭ ମିଳିବାର ସମ୍ଭାବନା ରହିଛି । ଆସନ୍ତା ସପ୍ତାହ କିଛି ରାଶିଙ୍କ ଉପରେ ସୂର୍ଯ୍ୟ- ଶନିଙ୍କ ବିଶେଷ କୃପା ଦୃଷ୍ଟି ରହିବ ।…

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି, ବୃଦ୍ଧି ପାଇବ ରାତି ତାପମାତ୍ରା

ଭୁବନେଶ୍ୱର: ଆଜି ସକାଳୁ ସକାଳୁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଂଚଳରେ ସକ୍ରୀୟ ଗୁରୁଚାପ…

ବସ୍‌- ସ୍କୁଟି ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ: ଆସିକାରେ କୋଟିନଡ଼ା କଲେଜ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିକୁ ବସ୍ ମୁହାଁମୁହିଁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୨ ଜଣ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା…