ପାର୍ଟନର ଆପଣଙ୍କୁ ସନ୍ଦେହ କରୁଛନ୍ତି କି ? ଦୁର୍ବଳ ସମ୍ପର୍କକୁ ସୁଧାରିବା ପାଇଁ ପାର୍ଟନରଙ୍କ ବିଶ୍ୱାସ ଏପରି ଜିତନ୍ତୁ
ଓଡ଼ିଶା ଭାସ୍କର: ଆଜିକାଲି ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚଳାଇବା ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି । ବିଶେଷ କରି ଯୁବପିଢ଼ିମାନେ ଯେତିକି ଶୀଘ୍ର ଗୋଟିଏ ରିଲେସନଶିପରେ ଆସିଥାନ୍ତି ସେତିକି ଶୀଘ୍ର ବ୍ରେକ୍ଅପ୍ ମଧ୍ୟ…