ଆଜି ବିଜେପିର ଦ୍ୱିତୀୟ ତାଲିକାକୁ ନେଇ ଦିଲ୍ଲୀରେ ମନ୍ଥନ, ଜାଣନ୍ତୁ କେଉଁ ସାଂସଦଙ୍କ କଟିପାରେ ଟିକେଟ୍

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ସରିଛି । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତତି ଚାଲିଛି । ଏଥିମଧ୍ୟରେ ଉତ୍ତରପ୍ରଦେଶର ଅବଶିଷ୍ଟ ୨୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ…

ଭିଟାମିନ୍‌-D supplement ନେଉଛନ୍ତି କି ? ହାଡ଼ ଦୁର୍ବଳ କରିଥାଏ ଅଧିକ ଭିଟାମିନ୍‌-D ସେବନ

ଓଡ଼ିଶା ଭାସ୍କର: ଶରୀରକୁ ସୁସ୍ଥ ରଖିବା ପାଇଁ ଉତ୍ତମ ଏବଂ ସନ୍ତୁଳିତ ଆହାର ଆବଶ୍ୟକ ହୋଇଥାଏ । ଏହା ଶରୀରକୁ ବିଭିନ୍ନ ପୋଷକ ତତ୍ୱ ପ୍ରଦାନ କରିଥାଏ । ଏହା ଆମ ମାନସିକ ଏବଂ ଶାରୀରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ପାର୍ଟନରଙ୍କ ସହ ବୃଦ୍ଧି ହେବ ତିକ୍ତତା, କାମରେ ବାରମ୍ବାର ଦେଖାଯିବ ବାଧା, ଜାଣନ୍ତୁ କେଉଁ Numerology ପାଇଁ ଅଶୁଭ ରହିବ ସପ୍ତାହ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ଅଙ୍କ ଜ୍ୟୋତିଷ(Numerology)ର ମହତ୍ୱ ରହିଛି । ଏହା ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ । ଅଙ୍କ ଜ୍ୟୋତିଷ ରାଶିଫଳ ମୂଳାଙ୍କ ଉପରେ ଆଧାରିତ । ମାର୍ଚ୍ଚ ୧୮ରୁ ନୂତନ ସପ୍ତାହ…

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରାକ୍ଟର- କାର ଧକ୍କା, ୭ ମୃତ

ପାଟନା: ବିହାରର ଖଗଡ଼ିଆ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୩ ଶିଶୁ ସାମିଲ ଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଏନ୍‌ଏଚ୍ ୩୧ରେ…

ଟ୍ରକ୍ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ପାଳନ

ଓଡ଼ିଶା ଭାସ୍କର: ଆଜି ଟ୍ରକ୍ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ପାଳନ କରାଯାଉଛି । ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକ…

ସାଉଥ୍ ଫିଲ୍ମରେ ଡେବ୍ୟୁ କରିବେ କରୀନା କପୁର, ଏହି ସୁପରଷ୍ଟାରଙ୍କ ସହ କରିବେ ଧମାଲ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ଦି କ୍ରୁ’ କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଏଥିମଧ୍ୟରେ କରୀନାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ଖୁବ୍…

NIPM, ଉତ୍କଳ ଚ୍ୟାପଟରର ୪୪ତମ ପ୍ରତିଷ୍ଠା ଦିବସ ପାଳିତ, ସମସାମୟିକ ସମୟରେ HR ମୌଳିକତା ଏବଂ ଏହାର ପ୍ରାସଙ୍ଗିକତା ଉପରେ ଆଲେକପାତ କରିଥିଲେ…

ଭୁବନେଶ୍ୱର: ନ୍ୟାସନାଲ ଇନ୍ସଟିଚ୍ୟୁଟ୍ ଅଫ୍ ପର୍ସୋନେଲ୍ ମ୍ୟାନେଜମେଣ୍ଟ(NIPM), ଉତ୍କଳ ଚ୍ୟାପଟର୍ ଏହାର ୪୪ତମ ପ୍ରତିଷ୍ଠା ଦିବସ ଟ୍ରାଇଡେନ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜିରେ ପାଳନ କରିଛି । ଚଳିତ ବର୍ଷ ପ୍ରତିଷ୍ଠା…

Loksabha Election 2024: ଫେକ୍ ନ୍ୟୁଜ୍ ପ୍ରଚାର ପାଇଁ କଠୋର ହେଲା ନିର୍ବାଚନ ଆୟୋଗ, ୪ଟି ‘M’ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶନିବାର ନିର୍ବାଚନ ତାରିଖର ଘୋଷଣା କରିଛନ୍ତି । ଲୋକସଭାର ୫୪୩ଟି ଆସନ ପାଇଁ ମୋଟ୍ ୭ଟି ପର୍ଯ୍ୟାରେ ମତଦାନ ହେବ । ଏହା ଏପ୍ରିଲ…

‘କାଲି ମୁଁ ଜୀବିତ ନ ରହିଲେ ବି ମୋ ଆତ୍ମା ଏଠାରେ ରହିବ’, ଏଭଳି କାହିଁକି କହିଲେ ଆର. ଅଶ୍ୱିନ୍

ନୂଆଦିଲ୍ଲୀ: ଭାରତର ଭେଟେରାନ୍ ଅଫ୍ ସ୍ପିନର ରବିନ୍ଦ୍ରଚନ୍ଦ୍ରନ ଅଶ୍ୱିନ୍ । ସେ ଆଇପିଏଲରେ ଦୀର୍ଘ ସମୟ ଧରି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିଲେ । ଅଶ୍ୱିନ୍ ତାମିଲନାଡ଼ୁ କ୍ରିକେଟ ଆସୋସିଏସନ୍(TNCA) ପାଇଁ ଘରୋଇ…

ଏଣିକି ପଛ ସିଟରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ, ନଚେତ୍ ବାଜିବ ଆଲାର୍ମ, ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ଓଡ଼ିଶା ଭାସ୍କର: ଗାଡ଼ି ଚାଳକଙ୍କ ସମେତ ସହଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅଟୋ ନିର୍ମାତା କମ୍ପାନୀମାନଙ୍କ ପାଇଁ ଶୁକ୍ରବାର ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛି ।…