କିଏ ହେବ ଲୋକସଭାର ନୂତନ ବାଚସ୍ପତି ? ରାଜନାଥ ସିଂହଙ୍କ ବୈଠକ ପରେ ଚର୍ଚ୍ଚାରେ ଏହି ୩ଟି ନାଁ
ନୂଆଦିଲ୍ଲୀ: କେନ୍ଦ୍ରରେ କ୍ରମାଗତ ତୃତୀୟ ଥର ପାଇଁ ବିଜେପି ସହଯୋଗୀ ଦଳଙ୍କ ସମର୍ଥନ ଯୋଗୁଁ କ୍ଷମତାକୁ ଫେରିଛି । ଗୋଟିଏ ପଟେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ବିଜେପି ସାମ୍ନାରେ ବାଚସ୍ପତି ନିର୍ବାଚନକୁ ନେଇ…