fbpx

ଦେଶର ୩ୟ ସର୍ବାଧିକ ପ୍ରଦୂଷିତ ସହର ପାଲଟିଲା ବାଲେଶ୍ୱର

ଭୁବନେଶ୍ୱର: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(CPCB) ପକ୍ଷରୁ ଜାରି କରାଯାଇଥିବା ଏୟାର କ୍ୟୁାଲିଟି ଇଣ୍ଡେକ୍ସ(AQI) ଅନ୍ତର୍ଗତ ୬ଟି ଶହରାଞ୍ଚଳ ଯଥା ଭୁବନେଶ୍ୱର, କଟକ, ବାଲେଶ୍ୱର, ବାରିପଦା, କେନ୍ଦୁଝର ଏବଂ…

ମାଳଦ୍ୱୀପ ଝଡ଼; EasyMyTrip ରଦ୍ଦ କଲା ସମସ୍ତ ବିମାନର ବୁକିଂ

ନୂଆଦିଲ୍ଲୀ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଳଦ୍ୱୀପ ଗସ୍ତକୁ ନେଇ ଭାରତ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପ ସରକାର ୩ ମନ୍ତ୍ରୀଙ୍କୁ ରବିବାର ନିଲମ୍ବିତ କରିଛନ୍ତି । ଏନେଇ ଭାରତ ଏବଂ…

ଡିପ୍ରେସନରେ ଅଛନ୍ତି କି ? ନୂଆ ବର୍ଷ ରିଜଲ୍ୟୁସନରେ ନିଜ ମେଣ୍ଟାଲ ହେଲ୍‌ଥ ଉପରେ କରନ୍ତୁ Focus

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ Stress ଏବଂ Anxiety ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । ଏହାର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡ଼ିଥାଏ । ସବୁବେଳେ ଚାପଗ୍ରସ୍ତ ରହିବା କାରଣରୁ ବ୍ୟକ୍ତି ଜଣଙ୍କ…

ବୁଦ୍ଧାଦିତ୍ୟ ରାଜଯୋଗ ଏହି ୫ଟି ରାଶି ପାଇଁ ହେବେ ଲାଭବାନ, ପ୍ରେମ ସମ୍ପର୍କରେ ଆସିବ ମଧୁରତା

ଓଡ଼ିଶା ଭାସ୍କର: ରାଶି ପରିବର୍ତ୍ତନ ବ୍ୟକ୍ତିଙ୍କ ଜୀବନରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ । ଜାନୁଆରୀ ୭ ରାତିରୁ ଗ୍ରହମାନଙ୍କ ରାଜକୁମାର ‘ବୁଧ’ ଧନୁ ରାଶିରେ ପ୍ରବେଶ କରିଛନ୍ତି । ତେବେ ଧନୁ ରାଶିରେ…

ବାଂଲାଦେଶରେ ପୁଣି ଶେଖ୍ ହସୀନା ସରକାର, ୫ମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ

ଢ଼ାକା: ରବିବାର ବାଂଲାଦେଶରେ ୩୦୦ଟି ଆସନ ପାଇଁ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଶାସକ ଦଳ ଆୱାମୀ ଲୀଗ ଦଳ ୫୦%ରୁ ଅଧିକ ଭୋଟରେ ବିଜୟୀ ହୋଇଛି । ଶେଖ୍ ହସୀନା ପଂଚମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ…

ବାଂଲାଦେଶରେ ଶେଖ୍ ହସୀନା କ୍ଷମତାକୁ ଆସିଲେ ଭାରତକୁ କ’ଣ ଲାଭ ମିଳିବ ?

ଢ଼ାକା: ବାଂଲାଦେଶରେ ୩ ଶହଟି ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର ଖାଲିଦା ଜିୟା(Khalida Zia) ଏହି ନିର୍ବାଚନକୁ ବର୍ଜନ କରିଥିବା ଯୋଗୁଁ…

ବାୟୁସେନାକୁ ବଡ଼ ସଫଳତା; ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ସୁରକ୍ଷିତ ଅବତରଣ କଲା ହରକ୍ୟୁଲିସ୍ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଏକ ନୂତନ ଏବଂ ବହୁ ଚ୍ୟାଲେଞ୍ଜିଂ ସଫଳତା ହାସଲ କରିଛି । ଏୟାରଫୋର୍ସ(IAF) ଦ୍ୱାରା ପ୍ରଥମ ଥର ପାଇଁ କାର୍ଗିଲ ଏୟାରଷ୍ଟ୍ରିପରେ C-130 J ହରକ୍ୟୁଲିସ୍ ବିମାନକୁ ସୁରକ୍ଷିତ ଓ ସଫଳତାର…

ପାର୍ଟନର ସହ ମନ ମିଶୁନି ! ବୈବାହିକ ଜୀବନକୁ କେମିତି କରିବେ ଇଣ୍ଟ୍ରେଷ୍ଟିଂ ?

ଓଡ଼ିଶା ଭାସ୍କର: ବିବାହ ଏକ ପବିତ୍ର ସମ୍ପର୍କ । ଏହି ସମ୍ପର୍କର ଗାରିମା ବଜାୟ ରଖିବା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଦାୟିତ୍ୱ ଅଟେ । ଦମ୍ପତ୍ତିଙ୍କ ମଧ୍ୟରେ ଉଚିତ ବୁଝାମଣା, ବିଶ୍ୱାସ, ଭଲପାଇବା ଇତ୍ୟାଦି ଦ୍ୱାରା ସମ୍ପର୍କ…

୩ ହଜାର ବର୍ଷ ପୁରୁଣା ଏହି ରାଜ ସିଂହାସନ… ଫିକା ପଡ଼ିନି ରଂଗ, ଏହାର ଡିଜାଇନ୍ ଦେଖି ହୋଇଯିବେ ତାଜ୍ଜୁବ

ଓଡ଼ିଶା ଭାସ୍କର: ପ୍ରାଚୀନ ଇଜିପ୍ଟର ରାଜା ତୁତନଖାମୁନ୍(Tutankhamun) ପ୍ରସିଦ୍ଧ ରାଜାଙ୍କ ମଧ୍ୟରୁ ଅନ୍ୟତମ । ରାଜା ତୁତ୍(Tut) ଭାବରେ ଜଣାଶୁଣା ପ୍ରାଚୀନ ଇଜିପ୍ଟର 1332-1323 BC ପର୍ଯ୍ୟନ୍ତ ଶାସନ ଗାଦି…

ମାର୍ଚ୍ଚ ୧ରୁ GST ନିୟମରେ ବଡ଼ ପରିବର୍ତ୍ତନ, ୫ କୋଟିରୁ ଉଦ୍ଧ୍ୱର୍ କାରବାର ପାଇଁ ଆବଶ୍ୟକ ଇ-ୱେ ବିଲ୍

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ କେନ୍ଦ୍ର ସରକାର GST ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ୫ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟବସାୟ କରୁଥିବା ବ୍ୟବସରୟୀମାନେ ଇ-ଚାଲାଣ(e-Invoice)…