ମୁମ୍ବାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଏକାଧିକ ଗାଡ଼ିକୁ ଧକ୍କା ଦେଲା ବସ୍, ୨୫ ଆହତ, ୪ ମୃତ
ମୁମ୍ବାଇ: ମୁମ୍ବାଇ କୁର୍ଲା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ସେମବାର ବିଳମ୍ବିତ ରାତିରେ ଏକ ଦୃତଗାମୀ ବସ୍ ଏକାଧିକ ଗାଡ଼ିକୁ ଧକ୍କା ଦେଇଛି । ଘଟଣାସ୍ଥଳରେ ୨୫ ଜଣ ଆହତ ହୋଇଥିବା ବେଳେ ୪…