ଢାବାରୁ ପ୍ରାୟ ୫୦ ହଜାର ଟଙ୍କାର ମଦ ଜବତ, ଦୁଇ ଗିରଫ

ନରସିଂହପୁର: କାନପୁର ଥାନା ଅଞ୍ଚଳର ଏକ ଢାବାରୁ ପ୍ରାୟ ୫୦ ହଜାର ଟଙ୍କାର ଦେଶୀ ଓ ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡ଼ିଛି ।

ସାମ୍ନା ବ୍ୟକ୍ତି କେତେ ସତ କହୁଛି ଆଉ କେତେ ମିଛ, ଜାଣନ୍ତୁ ଏହି ସଂକେତରୁ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତି ଜୀବନରେ କେବେ ନା କେବେ ମିଛ କହିଥାନ୍ତି । ବେଳେ ବେଳେ ସେମାନେ ଏମିତି କୌଶଳ ଆପଣାଇଥାନ୍ତି ଯେ ମିଛ ସହଜରେ ଧରା ପଡ଼ିନଥାଏ । କିଛି ମିଛ ବ୍ୟକ୍ତିର ଭଲ ପାଇଁ ଥାଏ ତ କିଛି ମିଛ…

ପାଠପଢ଼ା ପାଇଁ ଏମିତି ଜିଦ୍ ଦେଖିନଥିବେ, ପସନ୍ଦର ବିଶ୍ୱବିଦ୍ୟାଳୟରେ ପ୍ରବେଶ ପାଇଁ ୧୬ ଥର ପରୀକ୍ଷା ଦେଇଛନ୍ତି

ଓଡ଼ିଶା ଭାସ୍କର: କଥାରେ ଅଛି ଜୀବନରେ କେବେ ବି ହାର ମାନିବା ଉଚିତ ନୁହେଁ । ପରିଶ୍ରମର ଫଳ କେବେ ବୃଥା ଯାଏନି ଏବଂ ଜୀବନରେ ସଫଳତା ନିଶ୍ଚୟ ମିଳିଥାଏ । କିଛି ବ୍ୟକ୍ତି ଏମିତି ଜିଦି ସ୍ୱଭାବର ଥା’ନ୍ତି ଯେ ନିଜ ଲକ୍ଷ୍ୟ…

ଜିଓ, ଏୟାରଟେଲକୁ କଡ଼ା ଟକ୍କର ଦେବ BSNL, TATA ସହ ମିଶି ୧ ହଜାର ଗାଁକୁ ଯୋଗାଇବ 4G ନେଟୱାର୍କ ସେବା

ନୂଆଦିଲ୍ଲୀ: ନିକଟରେ ଘରୋଇ ଟେଲିକମକ କମ୍ପାନୀ ଜିଓ ଏବଂ ଏୟାରଟେଲ ଏହାର ଟାରିଫ୍ ପ୍ଲାନ୍ ମହଙ୍ଗା କରିଥିଲେ । କମ୍ପାନୀ ଏହାର ଟାରିଫ୍ ପ୍ଲାନ୍ ୧୧ରୁ ୧୫% ପର୍ଯ୍ୟନ୍ତ ରିଚାର୍ଜ ରେଟ୍ ବୃଦ୍ଧି କରିଥିଲା । ଫଳରେ ୟୁଜରମାନେ…

ଉତ୍ତରପ୍ରଦେଶରେ ହେବକି ବଡ଼ ପରିବର୍ତ୍ତନ ? RSS ଏବଂ BJP ବୈଠକକୁ ନେଇ ବଢ଼ୁଛି ଉତ୍କଣ୍ଠା, ବୈଠକରେ ଏହି ନେତା ହେବେ ସାମିଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜାରି ରହଛି ରାଜନୈତିକ ହଲଚଲ । ଏଥିମଧ୍ୟରେ ଜୁଲାଇ ୨୦ ଏବଂ ୨୧ରେ ଲକ୍ଷ୍ନୌରେ RSS ଏବଂ BJP ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । RSSର ଜଏଣ୍ଟ ଜେନେରାଲ ସେକ୍ରେଟେରୀ ଅରୁଣ କୁମାରଙ୍କ ଦ୍ୱାରା…

ଅବପାତରେ ପରିଣତ ହେଲା ଲଘୁଚାପ, ଏହି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ଅବପାତଟି ପୁରୀ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ବର୍ତ୍ତମାନ ଅବପାତଟି ପୁରୀଠାରୁ ୭୦ କିମି…

BoAt ଲଞ୍ଚ୍ କଲା ନୂଆ ସ୍ମାର୍ଟ ରିଂଗ୍‌, ରହିଛି ଜବରଦସ୍ତ ଫିଚର, ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ନିକଟରେ ସାମସଙ୍ଗ୍ ଏହାର ଏବକ୍ଷବଙ୍ଘଚ୍ଚ ଜସଦ୍ଭଶ ଲଞ୍ଚ୍ କରିଥିଲା । ଏହାର ମୂଲ୍ୟ ପ୍ରାୟ ୩୩ ହଜାର ଟଙ୍କା ଥିଲା । ଏଥିମଧ୍ୟରେ BoAt ବି ଏକ Smart Ring Active ଲଞ୍ଚ୍ କରିଛି । କୁହାଯାଉଛି ଏହା ହେଉଛି…

କାଉଡ଼ିଆ ମାର୍ଗରେ ଥିବା ଭୋଜନାଳୟରେ ଲାଗିବ ମାଲିକଙ୍କ ନେମପ୍ଲେଟ୍‌, ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

ଲ‌‌‌‌କ୍ଷ୍ନୌ: ଶ୍ରାବଣ ମାସରେ ଶିବ ଭକ୍ତଙ୍କ ପାଇଁ କାଉଡ଼ିଆ ଯାତ୍ରା ଅନେକ ଗୁରୁତ୍ୱ ବହନ କରେ । ଏଥିପାଇଁ ବିଭିନ୍ନ ପ୍ରାନ୍ତରେ ଥିବା କାଉଡ଼ିଆଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥାଏ । ଏଥିମଧ୍ୟରେ ଉତ୍ତରପ୍ରଦେଶ…

ହାଡ଼ରେ ନିୟମିତ ଯନ୍ତ୍ରଣା ଅନୁଭବ କରୁଥିଲେ ହୋଇଯା’ନ୍ତୁ ଆଲର୍ଟ, ହୋଇପାରେ Bone Cancer, ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ବ୍ୟକ୍ତିକୁ ଅଧିକ ରୋଗାଗ୍ରସ୍ତ କରିଦେଉଛି । ଏମିତିରେ ଶରୀରର ରୋଗପ୍ରତିରୋଧକ ଶକ୍ତି ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ଏଭଳି ଏକ ରୋଗ ହେଉଛି ଅସ୍ଥି କର୍କଟ(Bone…

ସୋସିଆଲ ମିଡିଆରେ ଇଟାଲି ପ୍ରଧାନମନ୍ତ୍ରୀଙ୍କ ମଜାକ୍ ଉଡ଼ାଇବା ପଡ଼ିଲା ମହଙ୍ଗା, ଦେବାକୁ ପଡ଼ିବ ୫ ହଜାର ୟୁରୋ ଜରିମାନା

ରୋମ୍‌: ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ(Giorgia Meloni)ଙ୍କ ମଜାକ୍ ଉଡ଼ାଇବା ଜଣେ ସାମ୍ବାଦିକାଙ୍କୁ ମହଙ୍ଗା ପଡ଼ିଛି । ସୋସିଆଲ ମିଡିଆରେ ଜଣେ ସାମ୍ବାଦିକା ମେଲୋନୀଙ୍କ ଉଚ୍ଚତାକୁ ନେଇ ମଜାକ୍ ଉଡ଼ାଇଥିଲେ । ଏହି…