ମ୍ୟୁଚୁଆଲ ଫଣ୍ଡ୍ ଲାଇଟ୍ ଦେବ ଶସ୍ତା ଏବଂ ସହଜ ବିକଳ୍ପ, ଜାଣନ୍ତୁ ନିବେଶକଙ୍କୁ କ’ଣ ହେବ ଫାଇଦା ?
ନୂଆଦିଲ୍ଲୀ: ଦିନକୁ ଦନ ମ୍ୟୁଚୁଆଲ ଫଣ୍ଡ୍ ପ୍ରତି ଆଧିକାଂଶ ଲୋକ ଅକୃଷ୍ଟ ହେଉଛନ୍ତି । ଏଥିରେ ନିବେଶ କରିବାର ଅନେକ ଫାଇଦା ରହିଛି । SEBI ମ୍ୟୁଚୁଆଲ ଫଣ୍ଡକୁ ପ୍ରୋତ୍ସାହିତ କରିବା ଏବଂ ବଜାରରେ ନୂତନ ଖେଳାଳିଙ୍କ…