ପାର୍ବଣ ଋତୁ ପାଇଁ ଗଡ଼ିବ ୬ ହଜାର ପୂଜା ସ୍ପେଶାଲ ଟ୍ରେନ୍; ମିଳିବ କନଫର୍ମ ସିଟ୍, ଫଟାଫଟ କରିନିଅନ୍ତୁ ବୁକିଂ
ନୂଆଦିଲ୍ଲୀ: ପାଖେଇ ଆସିଲାଣି ପାର୍ବଣ ଋତୁ । ଏହି ସମୟରେ ଅଧିକାଂଶ ବ୍ୟକ୍ତି ସେମାନଙ୍କ ପରିବାର ସହ ପର୍ବ ପାଳନ କରିଥାନ୍ତି । ଦୂରଦୂରାନ୍ତରେ ରହୁଥିବା ଅନେକ ବ୍ୟକ୍ତି ରେଳ ଯାତ୍ରା କରିଥାନ୍ତି । ପାର୍ବଣ ଋତୁ ଏବଂ…