Myntra ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, 1654 କୋଟିର ଅନିୟମିତତା ଅଭିଯୋଗ

ନୂଆଦିଲ୍ଲୀ: Myntra ବିରୋଧରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ । ବେଙ୍ଗାଲୁରୁ ଜୋନାଲ କାର୍ଯ୍ୟାଳୟ, ବିଦେଶୀ ମୁଦ୍ରା ପରିଚାଳନା ଆଇନ 1999 (FEMA) ର ଧାରା 16(3) ଅନୁଯାୟୀ Myntra, ଏହାର ସହଯୋଗୀ କମ୍ପାନୀ ଏବଂ…

ଆସନ୍ତାକାଲିଠୁ ଲଘୁଚାପ ବର୍ଷା; ଏହି ଜିଲ୍ଲାରେ ପ୍ରବଳ କାଚିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତାକାଲି…

୩୦ ବର୍ଷ ପରେ ଶନିଦେବଙ୍କ ବିପରୀତ ରାଜଯୋଗ: ଚମକିବ ଏହି ରାଶିଙ୍କ ଭାଗ୍ୟ…

ଓଡ଼ିଶା ଭାସ୍କର:  ଆଜି ରବିବାର, ଶ୍ରାବଣ କୃଷ୍ଣ ପକ୍ଷର ଦଶମୀ ତିଥି। ଦଶମୀ ତିଥି ଆଜି ମଧ୍ୟାହ୍ନ ୧୨:୧୪ ପର୍ଯ୍ୟନ୍ତ ରହିବ। ଏହା ସହିତ, କୃତ୍ତିକା ନକ୍ଷତ୍ର ଆଜି ରାତି ୧୦:୫୪ ପର୍ଯ୍ୟନ୍ତ ରହିବ। ଏହା ବ୍ୟତୀତ, ଶୁକ୍ର…

ବନ୍ଧୁଙ୍କ ସ୍ତ୍ରୀ, ଶାଳୀ ଓ ଝିଅଙ୍କୁ ନେଇ ଫେରାର ମୌଲାନା; ପଢ଼ାଇଲେ କଲମା, ଆଉ ତା’ପରେ…

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣଙ୍କର ସ୍ତ୍ରୀ ଶାଳୀ ଓ ଝିଅଙ୍କୁ ଅପହରଣ କରିନେଇଛନ୍ତି ଜଣେ ମୌଲାନା । ଏହା ପରେ ତାଙ୍କୁ ବଳପୂର୍ବକ କଲମା ପଢାଇବା…

ବିଜେପି ଯୁବ ନେତାଙ୍କୁ ବିଭତ୍ସ ହତ୍ୟା; ଘରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ଭୋପାଳ: ମଧ୍ୟପ୍ରଦେଶର ନାହରଗଡ଼ା ଥାନା ଅଞ୍ଚଳରେ ହତ୍ୟାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ଗୁରୁବାର ରାତିରେ…

ନାବାଳିକାକୁ ଘରୁ ଉଠାଇ ନେଇ କଲେ ଦୁଷ୍କର୍ମ, 2 ଦିନ ପରେ ଜଙ୍ଗଲରୁ ଉଦ୍ଧାର

ଦିଗପହଣ୍ଡି: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତ ଛାଡ଼ି ପଳାଇଥିଲା । 2…

ରାସ୍ତାରୁ ହଟିଲେ Ola-Uber-Rapido, କାହିଁକି ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେ ଧର୍ମଘଟ ?

ମୁମ୍ବାଇ: ରାସ୍ତାରେ ଆଉ ଦେଖିବାକୁ ମିଳୁନି Ola-Uber-Rapido। କମ୍ ରୋଜଗାର ଏବଂ ଭଲ ସୁବିଧାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ କରିଛନ୍ତି ଧର୍ମଘଟ । ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଆପ୍ କମ୍ପାନୀଗୁଡ଼ିକର ଉଚ୍ଚ…

ଆଉ ନାହାଁନ୍ତି ଏହି ଫେମସ୍ ଅଭିନେତା, ଅର୍ଥ ଅଭାବରୁ ଚାଲିଗଲା ଜୀବନ

ତେଲେଙ୍ଗାନା: ଆଉ ନାହାଁନ୍ତି ଏହି ହାସ୍ୟ ଅଭିନେତା । ଅର୍ଥ ଅଭାବରୁ ମାତ୍ର 53 ବର୍ଷ ବୟସରେ ଚାଲିଗଲା ଜୀବନ । ତାଙ୍କର କମେଡି ଅଭିନୟ ପାଇଁ ସେ ଘରେ ଘରେ ଲୋକପ୍ରିୟ । ସେ ହେଉଛନ୍ତି ତେଲୁଗୁ ସିନେମାର ପ୍ରବୀଣ ତଥା  …

16 ବର୍ଷର ଚାକିରି; 2 ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ, ସମୟ ପୂର୍ବରୁ କାହିଁକି ଚାକିରି ଛାଡ଼ିଲେ ଏହି IRS ଅଧିକାରୀ ?

ଭୁବନେଶ୍ବର: ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେଇଛନ୍ତି କପିଲ ରାଜ । କପିଲ ରାଜ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨ ଜଣ…

ସାବଧାନ…! ବନ୍ୟା ଯୋଗୁଁ ଗାଁ ଦାଣ୍ଡରେ ପହଁରୁଛି କମ୍ଭୀର, ଭୟରେ ଗ୍ରାମବାସୀ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ । ବ୍ରାହ୍ମଣୀର ବନ୍ୟା ପାଣିରେ ଗାଁ ଭିତରକୁ ପଶି ଆସିଛନ୍ତି କୁମ୍ଭୀର । ଚଉଦକୁଲାଟ ଅଞ୍ଚଳରେ ଘର ପଛପଟ ବିଲରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ…