ଆଉ ନାହାଁନ୍ତି ଏହି ଫେମସ୍ ଅଭିନେତା, ଅର୍ଥ ଅଭାବରୁ ଚାଲିଗଲା ଜୀବନ

ତେଲେଙ୍ଗାନା: ଆଉ ନାହାଁନ୍ତି ଏହି ହାସ୍ୟ ଅଭିନେତା । ଅର୍ଥ ଅଭାବରୁ ମାତ୍ର 53 ବର୍ଷ ବୟସରେ ଚାଲିଗଲା ଜୀବନ । ତାଙ୍କର କମେଡି ଅଭିନୟ ପାଇଁ ସେ ଘରେ ଘରେ ଲୋକପ୍ରିୟ । ସେ ହେଉଛନ୍ତି ତେଲୁଗୁ ସିନେମାର ପ୍ରବୀଣ ତଥା  …

16 ବର୍ଷର ଚାକିରି; 2 ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ, ସମୟ ପୂର୍ବରୁ କାହିଁକି ଚାକିରି ଛାଡ଼ିଲେ ଏହି IRS ଅଧିକାରୀ ?

ଭୁବନେଶ୍ବର: ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେଇଛନ୍ତି କପିଲ ରାଜ । କପିଲ ରାଜ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨ ଜଣ…

ସାବଧାନ…! ବନ୍ୟା ଯୋଗୁଁ ଗାଁ ଦାଣ୍ଡରେ ପହଁରୁଛି କମ୍ଭୀର, ଭୟରେ ଗ୍ରାମବାସୀ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ । ବ୍ରାହ୍ମଣୀର ବନ୍ୟା ପାଣିରେ ଗାଁ ଭିତରକୁ ପଶି ଆସିଛନ୍ତି କୁମ୍ଭୀର । ଚଉଦକୁଲାଟ ଅଞ୍ଚଳରେ ଘର ପଛପଟ ବିଲରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ…

ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

ପିପିଲି:  ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ । ନାବାଳିକା ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 3 ଜଣ ଦୁର୍ବୃତ୍ତ ଦେହରେ ନିଆଁ ଲଗାଇ ଦେଇଥିବା…

26 ଜୁଲାଇରୁ ମହାଲକ୍ଷ୍ମୀ ରାଜଯୋଗ ଆରମ୍ଭ, ଏହି 4ଟି ରାଶିର ବଦଳିବ ଭାଗ୍ୟ, ବଢିବ ବ୍ୟାଙ୍କ ବାଲାନ୍ସ

ଓଡ଼ିଶା ଭାସ୍କର: ଜୁଲାଇ ମାସର ଶେଷ ସପ୍ତାହରେ ମହାଲକ୍ଷ୍ମୀଙ୍କର ଅତ୍ୟନ୍ତ ଶୁଭ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି। 26 ଜୁଲାଇରେ ସିଂହ ରାଶିରେ ଗୋଚର କରିବ ଚନ୍ଦ୍ର । ଯେଉଁଠାରେ ମଙ୍ଗଳ ପୂର୍ବରୁ ବିରାଜମାନ ଅଛନ୍ତି। ଏପରି…

IND vs ENG: ଇଣ୍ଡିଆ-ଇଂଲଣ୍ଡ ସିରିଜ ମଝିରେ ଆସିଲା ବଡ଼ ଖବର, ବଲ୍‌କୁ ନେଇ ECB ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ: ଇଣ୍ଡିଆ-ଇଂଲଣ୍ଡ ସିରିଜ ମଝିରେ ଆସିଲା ବଡ଼ ଖବର। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବ୍ୟବହୃତ ଡ୍ୟୁକ୍ସ ବଲର ଗୁଣବତ୍ତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଲା ECB ।…

ଭୁବନେଶ୍ବରରୁ କୋଲକାତା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, 9 ଗୁରୁତର

ବସ୍ତା: ଜୁଣବଳଦାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ 30ଜଣ ବସ ଯାତ୍ରୀ ଆହତ ହୋଇଥିବା ବେଳେ 9 ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।…

24ରେ ଆଉ ଏକ ଲଘୁଚାପ; 23ରୁ ପ୍ରବଳ ବର୍ଷିବ, ଆଜି 20 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସୁଛି ପୁଣି ଏକ ଲଘୁଚାପ । 24ରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୨ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମିଆଁମାର…

ଗର୍ଭବତୀ ମହିଳା ଭୁଲରେ ବି ପିଅନ୍ତୁନି ଏହି ଗ୍ରୀନ୍ ଜୁସ୍, ଶରୀରରେ ଖେଳିଯିବ ବିଷ, ହୋଇପାରେ ବଡ଼ କ୍ଷତି

ଓଡ଼ିଶା ଭାସ୍କର: ଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ପାଇଁ ଏହା ଏକ ଅତ୍ୟନ୍ତ ସମ୍ବେଦନଥୀଳ ସମୟ, ଯେଉଁ ସମୟରେ ସେମାନେ ନିଜ ସ୍ବାସ୍ଥ୍ୟ ଏବଂ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । କିନ୍ତୁ ଆପଣ ଜାଣନ୍ତି କି,…

ପୁଣି ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା 24 ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବେନଶ୍ବର: ଆସୁଛି ପୁଣି ଏକ ଲଘୁଚାପ । 24 ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା । ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୨୨-୨୪ ତାରିଖରେ ବଙ୍ଗୋପସାଗରରେ…