ମୁଖ୍ୟମନ୍ତ୍ରୀଙ୍କୁ ମାରିଦେଲା ମେଟା: ଲେଖିଲା, ‘କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାଁନ୍ତି’
ନୂଆଦିଲ୍ଲୀ: ମସ୍ତବଡ଼ ଭୁଲ କରି ଦେଲା ସୋସିଆଲ ମିଡିଆ କମ୍ପାନୀ ‘ମେଟା’ । ସୋସିଆଲ ମିଡିଆରେ ଲେଖିଦେଲା ‘କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି’ ।
ବରିଷ୍ଠ ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ମୃତ୍ୟୁରେ ଶୋକ…