ମାତ୍ର 2 ଟଙ୍କା ଖର୍ଚ୍ଚ କରି ବୁଲିପାରିବେ ଧୀରୁଭାଇ ଅମ୍ବାନୀଙ୍କ ଘର

ନୂଆଦିଲ୍ଲୀ: ଦେଶର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ କିଏ ବା ନ ଜାଣେ । ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ…

2047 ସୁଦ୍ଧା ବିକଶିତ ଦେଶ ବନିପାରେ ଭାରତ: ରଘୁରାମ ରାଜନ

ନୂଆଦିଲ୍ଲୀ: ବିକଶିତ ଭାରତ ଆଡ଼କୁ ଦୃତ ଗତିରେ ଆଗ୍ରସର ହେଉଛି ଦେଶ ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ବର ଚତୁର୍ଥ ବୃହତ ଜିଡିପି ଦେଶ ହେବ ବୋଲି ଆଶା କରାଯାଉଛି । ଯଦିଓ, ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଭାରତ ଏବେ…

ଜୁଲାଇ 3ରୁ ଅମରନାଥ ଯାତ୍ରା ଆରମ୍ଭ, ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ଗାଇଡଲାଇନ୍

ଶ୍ରୀନଗର: ଜୁଲାଇ 3ରୁ ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା । ଏନେଇ ଜାମ୍ମୁରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସୁରକ୍ଷା ପାଇଁ CRPF ଏବଂ ଜାମ୍ମୁ ପୋଲିସ ନିୟୋଜିତ ହୋଇଛନ୍ତି । ଯାତ୍ରୀଙ୍କ ବେସ୍ କ୍ୟାମ୍ପରେ…

କ୍ଷମା ମାଗିବାକୁ ମନା କଲେ କମଲ ହାସନ, କର୍ଣ୍ଣାଟକରେ ରିଲିଜ୍ ହେବନି ଫିଲ୍ମ ‘ଠଗ୍ ଲାଇଫ’

ନୂଆଦିଲ୍ଲୀ: କନ୍ନଡ଼-ତାମିଲ ଭାଷା ବିବାଦରେ ଫସିଥିବା ଅଭିନେତା କମଲ ହାସନ, କ୍ଷମା ମାଗିବାକୁ ମନା କରି ଦେଇଛନ୍ତି । ଆଜି କର୍ଣ୍ଣାଟକ ହାଇକୋର୍ଟ କଡ଼ା ଶବ୍ଦରେ ଭର୍ତ୍ସନା କରିବା ପରେ ବି କ୍ଷମା ମାଗିବାକୁ ମନା କରି…

ବର୍ଷାରେ ଦବିଲା ବଡ଼ଗଡ଼ କେନାଲ ରାସ୍ତା

ଭୁବନେଶ୍ବର: ରାଜଧାନୀରେ ପ୍ରବଳ ବର୍ଷାରେ ଦବିଲା ବଡ଼ଗଡ଼ କେନାଲ ରାସ୍ତା । ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା କେନାଲ ରାସ୍ତା ଦବିଲା । ପ୍ରାୟ 30 ଫୁଟ ଦୀର୍ଘ ରାସ୍ତା ବର୍ଷାରେ ଦବିଗଲା । ଘଟଣାସ୍ଥଳରେ ମେୟର, ଘେରିଲେ…

ଟ୍ରାଫିକ୍‌ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ: ଏଣିକି ଡିଭାଇଡରରେ ଲାଗିବ ତୁଳସୀ ଗଛ

ଭୁବନେଶ୍ବର:  ଏବେ ସବୁ ଟ୍ରାଫିକ ପୋଷ୍ଟ ନିକଟ ଡିଭାଇଡରରେ ଲଗିବ ତୁଳସୀ ଗଛ । ଏନେଇ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।…

ପାକିସ୍ତାନରେ ଭୂକମ୍ପ ଆଣିଲା ସୁଯୋଗ, ଜେଲରୁ ଚମ୍ପଟ ମାରିଲେ 216 କଏଦୀ

ନୂଆଦିଲ୍ଲୀ: ପାକିସ୍ତାନର କରାଚୀରେ ଗୋଟିଏ ପରେ ଗୋଟିଏ ଭୟଙ୍କର ଭୂକମ୍ପ ହେବାରେ ଲାଗିଛି । ଆଉ ଏହି ଭୂମ୍ପର ଫାଇଦା ଉଠଉଛନ୍ତି ପାକିସ୍ତାନ ଜେଲରେ ଥିବା କଏଦୀ । ଭୂମିକମ୍ପ ସମୟରେ, ସୁରକ୍ଷା କାରଣରୁ ଜେଲ ଅଧିକାରୀମାନେ…

ରାଜଧାନୀରେ ଘୂର୍ଣ୍ଣିଝଡ଼ ସହ ବର୍ଷା, ବୁଡ଼ିଲା ଗାଡ଼ି

ଭୁବନେଶ୍ବର: ରାଜଧାନୀରେ ହଠାତ ବଦଳିଲା ପାଣିପାଗ ।  ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ପ୍ରବଳ ବର୍ଷା ପରେ ରାସ୍ତାରେ ଛୁଟିଲା ପାଣି । ଏପଟେ ବର୍ଷା ପାଣିରେ ଗାଡ଼ି ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି ।…

ଏହି ମୁସଲିମ୍ ଦେଶର ବଡ଼ ଘୋଷଣା, ବକ୍ରି ଇଦରେ ହେବନି ଜୀବ ହତ୍ୟା

ନୂଆଦିଲ୍ଲୀ: ଆଗକୁ ଆସୁଛି ଇଦ-ଅଲ- ଅଜହା ଅର୍ଥାତ୍ ବକ୍ରି ଇଦ୍ । ମୁସଲମାନ ସମ୍ପ୍ରଦାୟର ଏହା ଏକ ବଡ଼ ପର୍ବ । ସାରା ବିଶ୍ୱରେ ଚଳିତମାସ 6 ଓ 7 ତାରିଖରେ ଏହି ବକ୍ରି ଇଦ୍ ପାଳନ ହେବାକୁ ଯାଉଛି । କୋରାନ ମୁତାବିକ ଏହି…

ଦେବଗଡ଼କୁ 205 କୋଟି ପ୍ରକଳ୍ପ ଭେଟି, 3 ଶହ ଶଯ୍ୟା ବିଶିଷ୍ଟ ମେଡ଼ିକାଲ ଉଦଘାଟିତ

ଦେବଗଡ଼: ମୁଖ୍ୟମନ୍ତ୍ରୀଙ୍କ 205 କୋଟିର ପ୍ରକଳ୍ପ ଭେଟି । ଦେବଗଡ଼ ଜଲ୍ଲାକୁ 205 କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । 11 ସ୍ବାସ୍ଥ୍ୟ ପ୍ରକଳ୍ପ, 4 ଶିକ୍ଷା ଭିତ୍ତିଭୂମି ସମେତ 15ଟି ବିଭିନ୍ନ ଜନକଲ୍ଯାଣକାରୀ…