Breaking News ଟ୍ରକ ଧକ୍କାରେ ଖଣ୍ଡ ବିଖଣ୍ଡିତ ହେଲା ଟ୍ରାକ୍ଟର, 2 ମୃତ Seema Mohapatra May 28, 2025 ବେତନଟୀ: ମୟୂରଭଞ୍ଜ ଜିଲ୍ଲା 18 ନଂ ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ବୈଶିଙ୍ଗା ଥାନା ଆଗ୍ରିଆ ବଡପୋଲଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି।…
Breaking News କୋଭିଡ୍ ନେଇ ଆଜି ବଡ଼ ବୈଠକ; କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିପାରେ ଗାଇଡଲାଇନ Seema Mohapatra May 28, 2025 ନୂଆଦିଲ୍ଲୀ: ଦେଶରେ କୋଭିଡ ସ୍ଥିତିକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଦିନ 12ଟାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ।…
Astrology ଏହି 4 ରାଶିଙ୍କ ଉପରେ ବର୍ଷିବ ଗଣେଶଙ୍କ କୃପା, ସବୁ ବାଧା ବିଘ୍ନ ହେବ ଦୂର, ଜାଣନ୍ତୁ ଆଜିର ରାଶିଫଳ… Seema Mohapatra May 28, 2025 ମେଷ: ଆଜି ଆପଣଙ୍କର ଦିନଟି ଖୁସିରେ କଟିବ। ଶିକ୍ଷା ସହିତ ଜଡିତ ସବୁ ଇଚ୍ଛା ପୂରଣ ହେବ। ପରୀକ୍ଷାରେ ଭଲ ଫଳାଫଳ ପାଇବେ। ଏକ ଭଲ କଲେଜରେ ଆଡମିଶନ କରିବେ। ଭବିଷ୍ୟତରେ, ସୁବର୍ଣ୍ଣ ସୁଯୋଗ ପାଇବାର ଅଧିକ ସମ୍ଭାବନା…
Breaking News ଆଜି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ରାୟ, ମିଳିବ କେଉଁ ଦଣ୍ଡ ? Seema Mohapatra May 28, 2025 ବଲାଙ୍ଗୀର: ଆଜି ଆସିବ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ। ରାୟ ଶୁଣାଇବେ ପାଟଣାଗଡ଼ ADJ କୋର୍ଟ। ଦୀର୍ଘ 7 ବର୍ଷ ପରେ ମାମଲାର ଆଜି ଆସିବ ଫଇସଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଦଣ୍ଡ…
Breaking News ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, ନିଆଯାଇପାରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି Seema Mohapatra May 28, 2025 ନୂଆଦିଲ୍ଲୀ: ଆଜି ବସିବ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଦିନ 11 ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ବସିବ । ଅପରେସନ ସିନ୍ଦୂରର ସଫଳତା ପରେ ବସିବାକୁ ଯାଉଥିବା ଏହି ବୈଠକରେ ଅନେକ…
Featured UPI ବ୍ୟବହାର କରୁଛନ୍ତି କି ? ଅଗଷ୍ଟ 1ରୁ ବଦଳିବ ଏହି ସବୁ ନିୟମ… Seema Mohapatra May 27, 2025 ନୂଆଦିଲ୍ଲୀ: UPI ଆପ୍ ମାଧ୍ୟମରେ ବାରମ୍ବାର ବାଲାନ୍ସ ଚେକ୍ କରଛନ୍ତି କି ? UPI ବ୍ୟବହାରକରୀଙ୍କ ଉପରେ ନୂଆ ନିୟମ ଲାଗୁ କଲା ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) । ଯଦି ଆପଣ ଫୋନ୍ ପେ, ଗୁଗଲ୍…
Breaking News ପୋଲିସକୁ ମିଳିଲା ବଡ଼ ସଫଳତା, 4 ହାର୍ଡକୋର ନକ୍ସଲ ସହ 18 ନକ୍ସଲଙ୍କ ଆତ୍ମସମର୍ପଣ Seema Mohapatra May 27, 2025 ମାଲକାନାଗିରି: ସୁକମା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏଥର 4 ହାର୍ଡକୋର ନକ୍ସଲଙ୍କ ସମେତ 18 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଯାହାଙ୍କ ମୁଣ୍ଡ ଉପରେ ଥିଲା ମୋଟ 39 ଲକ୍ଷ ଟଙ୍କାର ପୁରସ୍କାର ରାଶି । ସୁକମା…
Breaking News ପୁଣି ଖସିଲା ସେୟାର୍ ବଜାର: ସେନ୍ସେକ୍ସ 836 ପଏଣ୍ଟ୍ ହ୍ରାସ Seema Mohapatra May 27, 2025 ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତୀୟ ସେୟାର୍ ବଜାରରେ ଉତ୍ସାହ ଦେଖା ଦେଇଥିବା ବେଳେ ମଙ୍ଗଳବାର ପୁଣି ନିରାଶ ହୋଇଛନ୍ତି ନିବେଶକ। ସପ୍ତାହର ଦ୍ବିତୀୟ ଦିନ ଅର୍ଥାତ୍ ମଙ୍ଗଳବାର, ଷ୍ଟକ୍ ବଜାରରେ କାରବାର ହ୍ରାସ ସହିତ…
Breaking News ପୋଲସରାକୁ ମିଳିବ ମ୍ୟୁନିସିପାଲିଟି ମାନ୍ୟତା Seema Mohapatra May 27, 2025 ଗଞ୍ଜାମ: ନୂଆଁ ମ୍ୟୁନିସିପାଲିଟି ପାଇଁ ପ୍ରକ୍ରିୟା ଆରମ୍ଭ । ପୋଲସରାକୁ ମ୍ୟୁନିସିପାଲିଟି କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ପୋଲସରା NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲା ନଗର…
Breaking News ଆବାସ ଯୋଜନା: ଆବେଦନର ଶେଷ ତାରିଖ ମେ’ 31 Seema Mohapatra May 27, 2025 ଭୁବନେଶ୍ବର: ଆବାସ ଯୋଜନା ଆବେଦନର ଶେଷ ତାରିଖ ମେ’ 31। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା 36 ଲକ୍ଷ 81 ହଜାର ତାଲିକା ପହଞ୍ଚିଛି । ଯେଉଁମାନେ ପଞ୍ଚିକରଣ…